#DaughtersDay ଝିଅ ଶୁଦ୍ଧ ଘିଅ ଭାବର ଅମୀୟ ଶରଧାର | ଓଡ଼ିଆ କବିତା

"#DaughtersDay ଝିଅ ଶୁଦ୍ଧ ଘିଅ ଭାବର ଅମୀୟ ଶରଧାର ସୁଧାଝର, ଘନ ଅନ୍ଧକାରେ ଆଲୋକର ସ୍ୱନ ପିତାମାତାଙ୍କର ସ୍ଵର ସିଏ ମିଠା ନଈ ଧାର, ଦାମ୍ପତ୍ୟ ତୀର୍ଥର ଅନୁପମ ସୃଷ୍ଟି ସୌନ୍ଦର୍ଯ୍ୟର ପାରାବାର । ©ସୁଜିତ୍ କୁମାର ମିଶ୍ର"

 #DaughtersDay  ଝିଅ ଶୁଦ୍ଧ ଘିଅ   ଭାବର ଅମୀୟ
    ଶରଧାର ସୁଧାଝର,
ଘନ ଅନ୍ଧକାରେ  ଆଲୋକର ସ୍ୱନ
   ପିତାମାତାଙ୍କର ସ୍ଵର
    ସିଏ ମିଠା ନଈ ଧାର,
ଦାମ୍ପତ୍ୟ ତୀର୍ଥର  ଅନୁପମ ସୃଷ୍ଟି
     ସୌନ୍ଦର୍ଯ୍ୟର ପାରାବାର  ।

©ସୁଜିତ୍ କୁମାର ମିଶ୍ର

#DaughtersDay ଝିଅ ଶୁଦ୍ଧ ଘିଅ ଭାବର ଅମୀୟ ଶରଧାର ସୁଧାଝର, ଘନ ଅନ୍ଧକାରେ ଆଲୋକର ସ୍ୱନ ପିତାମାତାଙ୍କର ସ୍ଵର ସିଏ ମିଠା ନଈ ଧାର, ଦାମ୍ପତ୍ୟ ତୀର୍ଥର ଅନୁପମ ସୃଷ୍ଟି ସୌନ୍ଦର୍ଯ୍ୟର ପାରାବାର । ©ସୁଜିତ୍ କୁମାର ମିଶ୍ର

#DaughtersDay

People who shared love close

More like this

Trending Topic