କାହିଁକି ଯିବି ମୁ ଶ୍ରୀକ୍ଷେତ୍ର ପୁରୀ ମୋ ମନ ଭିତରେ ଅଛନ୍ | ଓଡ଼ିଆ କବିତା Video

"କାହିଁକି ଯିବି ମୁ ଶ୍ରୀକ୍ଷେତ୍ର ପୁରୀ ମୋ ମନ ଭିତରେ ଅଛନ୍ତି ହରି .. ଦେଖିବା କୁ ଇଚ୍ଛା ବଡ ଦେଉଳ ନେତ ବୁଲି ବୁଲି ଦେଖି ବି ଟିକେ ମୁଁ ରଥଯାତ.. ଅଭଡା ସହ ଡଙ୍କ ତୋରାଣି କେଡେ ମନଲୋଭା ମୋ କାଳିଆ ର ଚାହାଣି .. ପାଖରେ ଯାଇ ବସିବି ମୋ କାଳିଆ ସୁନା ସହ ଗପିବି .. କୋଳରେ ଟିକିଏ ଶୋଇବି କାନ୍ଦି କାନ୍ଦି ମନ କଥା ମୁ କହିବି .. ©Abismita Mishra "

କାହିଁକି ଯିବି ମୁ ଶ୍ରୀକ୍ଷେତ୍ର ପୁରୀ ମୋ ମନ ଭିତରେ ଅଛନ୍ତି ହରି .. ଦେଖିବା କୁ ଇଚ୍ଛା ବଡ ଦେଉଳ ନେତ ବୁଲି ବୁଲି ଦେଖି ବି ଟିକେ ମୁଁ ରଥଯାତ.. ଅଭଡା ସହ ଡଙ୍କ ତୋରାଣି କେଡେ ମନଲୋଭା ମୋ କାଳିଆ ର ଚାହାଣି .. ପାଖରେ ଯାଇ ବସିବି ମୋ କାଳିଆ ସୁନା ସହ ଗପିବି .. କୋଳରେ ଟିକିଏ ଶୋଇବି କାନ୍ଦି କାନ୍ଦି ମନ କଥା ମୁ କହିବି .. ©Abismita Mishra

#holihai

People who shared love close

More like this

Trending Topic