ଦୁଃଖୀ ଲୋକର ଦୁଃଖ ଯାଏନି କି ସୁଖକୁ ଅପେକ୍ଷା କରି କରି ସୁଖ | ଓଡ଼ିଆ ମତ ଏବଂ ଚିନ୍

"ଦୁଃଖୀ ଲୋକର ଦୁଃଖ ଯାଏନି କି ସୁଖକୁ ଅପେକ୍ଷା କରି କରି ସୁଖ ଟିକକ ବି ମିଳେନି କିନ୍ତୁ ଏଠି ମଣିଷ କୁହେ ଦୁଃଖ କରିଥିଲେ ସୁଖ ଦିନେ ନିଶ୍ଚୟ କରିବ ତେବେ କୁହ ସୁଖ କେବେ ମିଳିବ ଏବେ ନା ମଶାଣିରେ ©Diptimayee Nayak "

ଦୁଃଖୀ ଲୋକର ଦୁଃଖ ଯାଏନି କି ସୁଖକୁ ଅପେକ୍ଷା କରି କରି ସୁଖ ଟିକକ ବି ମିଳେନି କିନ୍ତୁ ଏଠି ମଣିଷ କୁହେ ଦୁଃଖ କରିଥିଲେ ସୁଖ ଦିନେ ନିଶ୍ଚୟ କରିବ ତେବେ କୁହ ସୁଖ କେବେ ମିଳିବ ଏବେ ନା ମଶାଣିରେ ©Diptimayee Nayak

#ସୁଖ #ଦୁଃଖ #ଜୀବନ #ମଶାଣି #viral #treanding #odianojoto #odiawritings #ମୋମନରକଥା

People who shared love close

More like this

Trending Topic