ମହିଷାମର୍ଦ୍ଦିନୀ ମାଗୋ ଦୁର୍ଗତିନାଶିନୀ ଜଗଦ୍ଧାତ୍ରୀ, ମହା | ଓଡ଼ିଆ Bhakti

"ମହିଷାମର୍ଦ୍ଦିନୀ ମାଗୋ ଦୁର୍ଗତିନାଶିନୀ ଜଗଦ୍ଧାତ୍ରୀ, ମହାମାୟୀ, ଆଦ୍ୟା ସନାତନୀ। ଶୈଳପୁତ୍ରୀ, ଦଶଭୁଜା ମାଗୋ କାତ୍ୟାୟିନୀ ସିଂହ ବାହାନରେ ଭ୍ରମୁ ଜଗତଜନନୀ। ଦୁଷ୍ଟ ହରି ସନ୍ଥ ପାଳୁ ଶିବଙ୍କ ଘରଣୀ ନାନା ଅସ୍ତ୍ରେ ଶୋଭା ପାଉ ତ୍ରିଶୂଳ ଧାରିଣୀ। ପୃଥିବୀରେ ପ୍ରବଳ ମାଆ ହେଲେଣି ମହିଷା ଅବତରି ଆସ ମାଗୋ ଉଡିଲାଣି ହଂସା। ତୋ ପଦ୍ମପାଦକୁ ମାଗୋ କରିଅଛି ଆଶା କୃପା ଦୃଷ୍ଟି ରଖିଥିବ ନକରି ନିରାଶା। ©SAROJINI BEHERA"

 ମହିଷାମର୍ଦ୍ଦିନୀ ମାଗୋ ଦୁର୍ଗତିନାଶିନୀ 
ଜଗଦ୍ଧାତ୍ରୀ, ମହାମାୟୀ, ଆଦ୍ୟା ସନାତନୀ।
ଶୈଳପୁତ୍ରୀ, ଦଶଭୁଜା ମାଗୋ କାତ୍ୟାୟିନୀ 
ସିଂହ ବାହାନରେ ଭ୍ରମୁ ଜଗତଜନନୀ।
ଦୁଷ୍ଟ ହରି ସନ୍ଥ ପାଳୁ ଶିବଙ୍କ ଘରଣୀ
ନାନା ଅସ୍ତ୍ରେ ଶୋଭା ପାଉ ତ୍ରିଶୂଳ ଧାରିଣୀ।
ପୃଥିବୀରେ ପ୍ରବଳ ମାଆ ହେଲେଣି ମହିଷା 
ଅବତରି ଆସ ମାଗୋ ଉଡିଲାଣି ହଂସା।
ତୋ ପଦ୍ମପାଦକୁ ମାଗୋ କରିଅଛି ଆଶା 
କୃପା ଦୃଷ୍ଟି ରଖିଥିବ ନକରି ନିରାଶା।

©SAROJINI BEHERA

ମହିଷାମର୍ଦ୍ଦିନୀ ମାଗୋ ଦୁର୍ଗତିନାଶିନୀ ଜଗଦ୍ଧାତ୍ରୀ, ମହାମାୟୀ, ଆଦ୍ୟା ସନାତନୀ। ଶୈଳପୁତ୍ରୀ, ଦଶଭୁଜା ମାଗୋ କାତ୍ୟାୟିନୀ ସିଂହ ବାହାନରେ ଭ୍ରମୁ ଜଗତଜନନୀ। ଦୁଷ୍ଟ ହରି ସନ୍ଥ ପାଳୁ ଶିବଙ୍କ ଘରଣୀ ନାନା ଅସ୍ତ୍ରେ ଶୋଭା ପାଉ ତ୍ରିଶୂଳ ଧାରିଣୀ। ପୃଥିବୀରେ ପ୍ରବଳ ମାଆ ହେଲେଣି ମହିଷା ଅବତରି ଆସ ମାଗୋ ଉଡିଲାଣି ହଂସା। ତୋ ପଦ୍ମପାଦକୁ ମାଗୋ କରିଅଛି ଆଶା କୃପା ଦୃଷ୍ଟି ରଖିଥିବ ନକରି ନିରାଶା। ©SAROJINI BEHERA

#navratri

People who shared love close

More like this

Trending Topic