ଏତେ ଦିନ ପରେ କଲମ ଧରିଛି ଲେଖିବି ମୁଁ କିଛି କଥା କିଛି ମନର | ଓଡ଼ିଆ କବିତା

"ଏତେ ଦିନ ପରେ କଲମ ଧରିଛି ଲେଖିବି ମୁଁ କିଛି କଥା କିଛି ମନର କଥା ..କିଛି ହୃଦୟ ବ୍ୟଥା କିଛି ଖୁସି ର ମୁହୃତ କିଛି ଅଭୁଲା ଅତୀତ କିଛି ରାଗ ଅଭିମାନ କିଛି ଆଦେଖା ସପନ ଆଉ କିଛି ନିରବତା ର ଭାଷା କିଛି ଜୀବନ ର ସତ୍ୟତା.... ©Mamata Sau"

 ଏତେ ଦିନ ପରେ କଲମ ଧରିଛି ଲେଖିବି ମୁଁ କିଛି କଥା
କିଛି ମନର କଥା ..କିଛି ହୃଦୟ ବ୍ୟଥା
କିଛି ଖୁସି ର ମୁହୃତ କିଛି ଅଭୁଲା ଅତୀତ
କିଛି ରାଗ ଅଭିମାନ କିଛି ଆଦେଖା ସପନ
ଆଉ କିଛି ନିରବତା ର ଭାଷା 
କିଛି ଜୀବନ ର ସତ୍ୟତା....

©Mamata Sau

ଏତେ ଦିନ ପରେ କଲମ ଧରିଛି ଲେଖିବି ମୁଁ କିଛି କଥା କିଛି ମନର କଥା ..କିଛି ହୃଦୟ ବ୍ୟଥା କିଛି ଖୁସି ର ମୁହୃତ କିଛି ଅଭୁଲା ଅତୀତ କିଛି ରାଗ ଅଭିମାନ କିଛି ଆଦେଖା ସପନ ଆଉ କିଛି ନିରବତା ର ଭାଷା କିଛି ଜୀବନ ର ସତ୍ୟତା.... ©Mamata Sau

#bekhudi

People who shared love close

More like this

Trending Topic