ଏତେ ଦିନ ପରେ କଲମ ଧରିଛି ଲେଖିବି ମୁଁ କିଛି କଥା କିଛି ମନର କଥା ..କିଛି ହୃଦୟ ବ୍ୟଥା କିଛି ଖୁସି ର ମୁହୃତ କିଛି ଅଭୁଲା ଅତୀତ କିଛି ରାଗ ଅଭିମାନ କିଛି ଆଦେଖା ସପନ ଆଉ କିଛି ନିରବତା ର ଭାଷା କିଛି ଜୀବନ ର ସତ୍ୟତା.... ©Mamata Sau #bekhudi Quotes, Shayari, Story, Poem, Jokes, Memes On Nojoto