ପ୍ରେମ ବଗିଚାରେ ପ୍ରଣୟ ବୃକ୍ଷରେ ପ୍ରୀତିର କଳିକା ହେ | ଓଡ଼ିଆ ପ୍ରେମ ଏବଂ ରୋମାନ୍ସ

"ପ୍ରେମ ବଗିଚାରେ ପ୍ରଣୟ ବୃକ୍ଷରେ ପ୍ରୀତିର କଳିକା ହେଲ; କାହା ହୃଦୟରେ ଫୁଲ ହେଇ ଫୁଟି ରହିବା ଆଶା ବାନ୍ଧିଲ? ଖିଆଲି ମନକୁ ବୁଝିଲାନି ସାଥୀ ଛାଡ଼ିଦେଲା ତୁମ ହାତ; ବୁକୁତଳ ଯେତେ ଜୀବନ୍ତ ଭାବନା ଜଳି ପୋଡ଼ି ହେଲା ଶାନ୍ତ! ☺️☺️☺️☺️👍 ©Be A Poet Or Be The Poem"

 ପ୍ରେମ ବଗିଚାରେ       ପ୍ରଣୟ ବୃକ୍ଷରେ
ପ୍ରୀତିର କଳିକା ହେଲ;
କାହା ହୃଦୟରେ        ଫୁଲ ହେଇ ଫୁଟି
ରହିବା ଆଶା ବାନ୍ଧିଲ?
ଖିଆଲି ମନକୁ        ବୁଝିଲାନି ସାଥୀ
ଛାଡ଼ିଦେଲା ତୁମ ହାତ;
ବୁକୁତଳ ଯେତେ         ଜୀବନ୍ତ ଭାବନା
ଜଳି ପୋଡ଼ି ହେଲା ଶାନ୍ତ!

☺️☺️☺️☺️👍

©Be A Poet Or Be The Poem

ପ୍ରେମ ବଗିଚାରେ ପ୍ରଣୟ ବୃକ୍ଷରେ ପ୍ରୀତିର କଳିକା ହେଲ; କାହା ହୃଦୟରେ ଫୁଲ ହେଇ ଫୁଟି ରହିବା ଆଶା ବାନ୍ଧିଲ? ଖିଆଲି ମନକୁ ବୁଝିଲାନି ସାଥୀ ଛାଡ଼ିଦେଲା ତୁମ ହାତ; ବୁକୁତଳ ଯେତେ ଜୀବନ୍ତ ଭାବନା ଜଳି ପୋଡ଼ି ହେଲା ଶାନ୍ତ! ☺️☺️☺️☺️👍 ©Be A Poet Or Be The Poem

#Ka

People who shared love close

More like this

Trending Topic