ଦୁଃଖ ଭରି ଦେଉଛ ଜଦି ପ୍ରଭୁ ହେ ସହିବାକୁ ଶକ୍ତି ଦିଅ ... | ଓଡ଼ିଆ କବିତା

"ଦୁଃଖ ଭରି ଦେଉଛ ଜଦି ପ୍ରଭୁ ହେ ସହିବାକୁ ଶକ୍ତି ଦିଅ ... ଟିକିଏ ଖୁସି ହେଲେ ଖୁସି ମୋର ଯାଉଛି ରୁଷି ଆଖି ରେ ଅଜସ୍ର ଲୁହ . କେମିତି ବଞ୍ଚିବି ଜଣା ନାହିଁ ପ୍ରଭୁ ଉପାୟ କହି ଦିଅ . ଯାହା କୁ କରିଲି ନିଜର ସେ କଲା ସାତ ପର କଥା ଦେଇଥିଲା ସାରା ଜୀବନ ବାଟ ଚାଲିବ ଅଧା ବାଟେ ମୁହଁ ଫେରେଇ ସେ ନେଲା ତା ବିନା କେମିତି ବଞ୍ଚିବି କୁହ .. ©Abismita Mishra"

 ଦୁଃଖ ଭରି ଦେଉଛ ଜଦି ପ୍ରଭୁ ହେ 
ସହିବାକୁ ଶକ୍ତି ଦିଅ ...
ଟିକିଏ ଖୁସି ହେଲେ ଖୁସି ମୋର ଯାଉଛି ରୁଷି 
ଆଖି ରେ ଅଜସ୍ର ଲୁହ .
କେମିତି ବଞ୍ଚିବି ଜଣା ନାହିଁ ପ୍ରଭୁ
ଉପାୟ କହି ଦିଅ .
ଯାହା କୁ କରିଲି ନିଜର ସେ କଲା ସାତ ପର 
କଥା ଦେଇଥିଲା ସାରା ଜୀବନ ବାଟ ଚାଲିବ
ଅଧା ବାଟେ ମୁହଁ ଫେରେଇ ସେ ନେଲା
ତା ବିନା କେମିତି ବଞ୍ଚିବି କୁହ ..

©Abismita Mishra

ଦୁଃଖ ଭରି ଦେଉଛ ଜଦି ପ୍ରଭୁ ହେ ସହିବାକୁ ଶକ୍ତି ଦିଅ ... ଟିକିଏ ଖୁସି ହେଲେ ଖୁସି ମୋର ଯାଉଛି ରୁଷି ଆଖି ରେ ଅଜସ୍ର ଲୁହ . କେମିତି ବଞ୍ଚିବି ଜଣା ନାହିଁ ପ୍ରଭୁ ଉପାୟ କହି ଦିଅ . ଯାହା କୁ କରିଲି ନିଜର ସେ କଲା ସାତ ପର କଥା ଦେଇଥିଲା ସାରା ଜୀବନ ବାଟ ଚାଲିବ ଅଧା ବାଟେ ମୁହଁ ଫେରେଇ ସେ ନେଲା ତା ବିନା କେମିତି ବଞ୍ଚିବି କୁହ .. ©Abismita Mishra

#Problems

People who shared love close

More like this

Trending Topic