White ସୀମାହୀନ ଦରିଆ ର ଜଣେ ନାବିକ ମୁଁ, ପଛଘୁଞ୍ଚା ଦିଏ ନ | ଓଡ଼ିଆ कोट्स

"White ସୀମାହୀନ ଦରିଆ ର ଜଣେ ନାବିକ ମୁଁ, ପଛଘୁଞ୍ଚା ଦିଏ ନାହିଁ। ସୀମା ସହ ସମ୍ପର୍କ ନାହିଁ ମୋର, ବ୍ୟାପ୍ତ ନଭ ମଧ୍ୟ ମୋ ପାଇଁ ପର୍ଯ୍ୟାପ୍ତ ହୁଏ ନାହିଁ।। ©BINOदिनी"

 White ସୀମାହୀନ ଦରିଆ ର ଜଣେ ନାବିକ ମୁଁ,
ପଛଘୁଞ୍ଚା ଦିଏ ନାହିଁ।
ସୀମା ସହ ସମ୍ପର୍କ ନାହିଁ ମୋର,
ବ୍ୟାପ୍ତ ନଭ ମଧ୍ୟ ମୋ ପାଇଁ ପର୍ଯ୍ୟାପ୍ତ ହୁଏ ନାହିଁ।।

©BINOदिनी

White ସୀମାହୀନ ଦରିଆ ର ଜଣେ ନାବିକ ମୁଁ, ପଛଘୁଞ୍ଚା ଦିଏ ନାହିଁ। ସୀମା ସହ ସମ୍ପର୍କ ନାହିଁ ମୋର, ବ୍ୟାପ୍ତ ନଭ ମଧ୍ୟ ମୋ ପାଇଁ ପର୍ଯ୍ୟାପ୍ତ ହୁଏ ନାହିଁ।। ©BINOदिनी

#Sad_Status

People who shared love close

More like this

Trending Topic