ମାତୃଭାଷା ପରଶେ ପ୍ରୀତିର ପୀୟୂଷ ପରାଣେ ପୁଣ୍ଯ ବ | ଓଡ଼ିଆ କବିତା

"ମାତୃଭାଷା ପରଶେ ପ୍ରୀତିର ପୀୟୂଷ ପରାଣେ ପୁଣ୍ଯ ବଇଭବ ଆଶା ପରମ ସୁଖର ମନ୍ଦ୍ର ମଧୁ ସ୍ଵର ଛନ୍ଦ ଆମ ମାତୃଭାଷା । ©ସୁଜିତ୍ କୁମାର ମିଶ୍ର"

 ମାତୃଭାଷା

ପରଶେ ପ୍ରୀତିର  ପୀୟୂଷ ପରାଣେ
       ପୁଣ୍ଯ ବଇଭବ ଆଶା
ପରମ ସୁଖର   ମନ୍ଦ୍ର ମଧୁ ସ୍ଵର 
        ଛନ୍ଦ ଆମ ମାତୃଭାଷା ।

©ସୁଜିତ୍ କୁମାର ମିଶ୍ର

ମାତୃଭାଷା ପରଶେ ପ୍ରୀତିର ପୀୟୂଷ ପରାଣେ ପୁଣ୍ଯ ବଇଭବ ଆଶା ପରମ ସୁଖର ମନ୍ଦ୍ର ମଧୁ ସ୍ଵର ଛନ୍ଦ ଆମ ମାତୃଭାଷା । ©ସୁଜିତ୍ କୁମାର ମିଶ୍ର

#mothers_day

People who shared love close

More like this

Trending Topic