ଅଭିମାନ ସ୍ୱାଭିମାନ ସବୁକିଛି ମିଶିଗଲା ମାଟିରେ ସୁନେଲୀ ସ୍ | ଓଡ଼ିଆ ପ୍ରେମ ଏବଂ ରୋ

"ଅଭିମାନ ସ୍ୱାଭିମାନ ସବୁକିଛି ମିଶିଗଲା ମାଟିରେ ସୁନେଲୀ ସ୍ବପ୍ନ ସବୁ ଭାଙ୍ଗୁଥିଲା ଅଧା ରାତିରେ ହସ ଗଲା ଖୁସି ଗଲା ଯାହା ଥିଲା ନିଜ ହାତରେ ଭଲ ପାଏ ବୋଲି କହିବିନି କାହା ଆଗରେ ତଥାପି ଏମିତି ସେମିତି କେମିତି ହେଇଥିଲା ପ୍ରେମ ! ନା ଅବିଶ୍ବାସୀ ହେଲ ନା ବିଶ୍ୱାସ କରିପାରିଲ ନା ସବୁ କିଛି ଜଣେଇଲ ନା କିଛି ଜାଣିପାରିଲି ନା ପାଖକୁ ଡାକିଲ ନା ପାଖେ ପାଖେ ରହିଲ ନା ଦୁରେଇଦେଲ ନା ଦୂରକୁ ଗଲ ତଥାପି ଏମିତି ସେମିତି କେମିତି ହେଇଥିଲା ପ୍ରେମ ! ©Nihar Ranjan Parida "

ଅଭିମାନ ସ୍ୱାଭିମାନ ସବୁକିଛି ମିଶିଗଲା ମାଟିରେ ସୁନେଲୀ ସ୍ବପ୍ନ ସବୁ ଭାଙ୍ଗୁଥିଲା ଅଧା ରାତିରେ ହସ ଗଲା ଖୁସି ଗଲା ଯାହା ଥିଲା ନିଜ ହାତରେ ଭଲ ପାଏ ବୋଲି କହିବିନି କାହା ଆଗରେ ତଥାପି ଏମିତି ସେମିତି କେମିତି ହେଇଥିଲା ପ୍ରେମ ! ନା ଅବିଶ୍ବାସୀ ହେଲ ନା ବିଶ୍ୱାସ କରିପାରିଲ ନା ସବୁ କିଛି ଜଣେଇଲ ନା କିଛି ଜାଣିପାରିଲି ନା ପାଖକୁ ଡାକିଲ ନା ପାଖେ ପାଖେ ରହିଲ ନା ଦୁରେଇଦେଲ ନା ଦୂରକୁ ଗଲ ତଥାପି ଏମିତି ସେମିତି କେମିତି ହେଇଥିଲା ପ୍ରେମ ! ©Nihar Ranjan Parida

#ଏମିତି ସେମିତି କେମିତି ହେଇଥିଲା ପ୍ରେମ

People who shared love close

More like this

Trending Topic