White ଖୁଵ ଅପମାନ ଦେଇଛି.. ନିଜକୁ ମୁଁ ନିଜେ..,, ସବୁ ସହି | ଓଡ଼ିଆ କବିତା

"White ଖୁଵ ଅପମାନ ଦେଇଛି.. ନିଜକୁ ମୁଁ ନିଜେ..,, ସବୁ ସହିଛି 'ଏ ମନ ମୋର..' ଚୁପ୍ ଚାପ୍ କାହାକୁ କିଛି ନ କହି...,,, ତଥାପି.. ଭାଙ୍ଗି ପଡ଼ିନି 'ଏ ମନ ମୋର..' କାରଣ...ସବୁବେଳେ ଈଶ୍ୱରଙ୍କ ସହିତ ସେ ଯୋଡି ହୋଇଛି ବୋଲି..... ©Kalpalata Kanungo"

 White ଖୁଵ ଅପମାନ ଦେଇଛି.. ନିଜକୁ ମୁଁ ନିଜେ..,,
ସବୁ ସହିଛି 'ଏ ମନ ମୋର..'
ଚୁପ୍ ଚାପ୍ କାହାକୁ କିଛି ନ କହି...,,,
ତଥାପି.. 
ଭାଙ୍ଗି ପଡ଼ିନି 'ଏ ମନ ମୋର..'
କାରଣ...ସବୁବେଳେ ଈଶ୍ୱରଙ୍କ ସହିତ
ସେ ଯୋଡି ହୋଇଛି ବୋଲି.....

©Kalpalata Kanungo

White ଖୁଵ ଅପମାନ ଦେଇଛି.. ନିଜକୁ ମୁଁ ନିଜେ..,, ସବୁ ସହିଛି 'ଏ ମନ ମୋର..' ଚୁପ୍ ଚାପ୍ କାହାକୁ କିଛି ନ କହି...,,, ତଥାପି.. ଭାଙ୍ଗି ପଡ଼ିନି 'ଏ ମନ ମୋର..' କାରଣ...ସବୁବେଳେ ଈଶ୍ୱରଙ୍କ ସହିତ ସେ ଯୋଡି ହୋଇଛି ବୋଲି..... ©Kalpalata Kanungo

🙏🌷'ମୁଁ ' ..'ମୋ ମନ'..'ମୋ ଈଶ୍ୱର'🌷🙏

People who shared love close

More like this

Trending Topic