ରାକ୍ଷୀ ଦୁଇଟି ଶବ୍ଦ ନୁହେଁ, ରକ୍ଷାର ବଚନ
ସଂସାରର ଏକ ନିଆରା ସମ୍ପର୍କ, ଅତୁଟ ବନ୍ଧନ।।🤝
ଯାହା ଦୁଇ ମନକୁ ଏକ ଡୋରୀରେ ବାନ୍ଧେ
ଦୁଇଟି ଆତ୍ମାକୁ ଏକ ବିଶ୍ୱାସେ ଛନ୍ଦେ।।🤗
ଉପରେ ଟାଣ କିନ୍ତୁ
ଅନ୍ତର ମଧ୍ୟରେ ଅନ୍ୟ ଜଣଙ୍କ ଖୁସିକୁ ଖୋଜେ।।😍
ଏ ସମ୍ପର୍କ ଅନ୍ୟ ଜଣଙ୍କୁ ପ୍ରେରଣା ଖଞ୍ଜେ
ଉନ୍ନତି ପଥରେ ସାହାରା ସାଜେ।।🤏
ଯିଏ ଅନ୍ୟ ଜଣଙ୍କ ପାଇଁ ବୋହୁତ କହେ,
ଆଉ ବୋହୁତ ବି ସହେ।।🥹
ଏମିତି ସମ୍ପର୍କକୁ ସଂସାର ଭାଇ ଭଉଣୀ କହେ।।👩❤️👨
©Swagatika Das
Brother and sister love 😘
#Nojoto #odiawritings #Family #Life_experience #odia