ରାକ୍ଷୀ ଦୁଇଟି ଶବ୍ଦ ନୁହେଁ, ରକ୍ଷାର ବଚନ ସଂସାରର ଏକ ନିଆର | ଓଡ଼ିଆ Life

"ରାକ୍ଷୀ ଦୁଇଟି ଶବ୍ଦ ନୁହେଁ, ରକ୍ଷାର ବଚନ ସଂସାରର ଏକ ନିଆରା ସମ୍ପର୍କ, ଅତୁଟ ବନ୍ଧନ।।🤝 ଯାହା ଦୁଇ ମନକୁ ଏକ ଡୋରୀରେ ବାନ୍ଧେ ଦୁଇଟି ଆତ୍ମାକୁ ଏକ ବିଶ୍ୱାସେ ଛନ୍ଦେ।।🤗 ଉପରେ ଟାଣ କିନ୍ତୁ ଅନ୍ତର ମଧ୍ୟରେ ଅନ୍ୟ ଜଣଙ୍କ ଖୁସିକୁ ଖୋଜେ।।😍 ଏ ସମ୍ପର୍କ ଅନ୍ୟ ଜଣଙ୍କୁ ପ୍ରେରଣା ଖଞ୍ଜେ ଉନ୍ନତି ପଥରେ ସାହାରା ସାଜେ।।🤏 ଯିଏ ଅନ୍ୟ ଜଣଙ୍କ ପାଇଁ ବୋହୁତ କହେ, ଆଉ ବୋହୁତ ବି ସହେ।।🥹 ଏମିତି ସମ୍ପର୍କକୁ ସଂସାର ଭାଇ ଭଉଣୀ କହେ।।👩‍❤️‍👨 ©Swagatika Das"

 ରାକ୍ଷୀ ଦୁଇଟି ଶବ୍ଦ ନୁହେଁ, ରକ୍ଷାର ବଚନ
ସଂସାରର ଏକ ନିଆରା ସମ୍ପର୍କ, ଅତୁଟ ବନ୍ଧନ।।🤝

ଯାହା ଦୁଇ ମନକୁ ଏକ ଡୋରୀରେ ବାନ୍ଧେ
ଦୁଇଟି ଆତ୍ମାକୁ ଏକ ବିଶ୍ୱାସେ ଛନ୍ଦେ।।🤗

ଉପରେ ଟାଣ କିନ୍ତୁ
 ଅନ୍ତର ମଧ୍ୟରେ ଅନ୍ୟ ଜଣଙ୍କ ଖୁସିକୁ ଖୋଜେ।।😍

ଏ ସମ୍ପର୍କ ଅନ୍ୟ ଜଣଙ୍କୁ ପ୍ରେରଣା ଖଞ୍ଜେ
ଉନ୍ନତି ପଥରେ ସାହାରା ସାଜେ।।🤏

ଯିଏ ଅନ୍ୟ ଜଣଙ୍କ ପାଇଁ ବୋହୁତ କହେ,
 ଆଉ ବୋହୁତ ବି ସହେ।।🥹

ଏମିତି ସମ୍ପର୍କକୁ ସଂସାର ଭାଇ ଭଉଣୀ କହେ।।👩‍❤️‍👨

©Swagatika Das

ରାକ୍ଷୀ ଦୁଇଟି ଶବ୍ଦ ନୁହେଁ, ରକ୍ଷାର ବଚନ ସଂସାରର ଏକ ନିଆରା ସମ୍ପର୍କ, ଅତୁଟ ବନ୍ଧନ।।🤝 ଯାହା ଦୁଇ ମନକୁ ଏକ ଡୋରୀରେ ବାନ୍ଧେ ଦୁଇଟି ଆତ୍ମାକୁ ଏକ ବିଶ୍ୱାସେ ଛନ୍ଦେ।।🤗 ଉପରେ ଟାଣ କିନ୍ତୁ ଅନ୍ତର ମଧ୍ୟରେ ଅନ୍ୟ ଜଣଙ୍କ ଖୁସିକୁ ଖୋଜେ।।😍 ଏ ସମ୍ପର୍କ ଅନ୍ୟ ଜଣଙ୍କୁ ପ୍ରେରଣା ଖଞ୍ଜେ ଉନ୍ନତି ପଥରେ ସାହାରା ସାଜେ।।🤏 ଯିଏ ଅନ୍ୟ ଜଣଙ୍କ ପାଇଁ ବୋହୁତ କହେ, ଆଉ ବୋହୁତ ବି ସହେ।।🥹 ଏମିତି ସମ୍ପର୍କକୁ ସଂସାର ଭାଇ ଭଉଣୀ କହେ।।👩‍❤️‍👨 ©Swagatika Das

Brother and sister love 😘
#Nojoto #odiawritings #Family #Life_experience #odia

People who shared love close

More like this

Trending Topic