ଶବ ****** ଆଜି ମୁଁ ହସୁଛି ଋଷୁଚି କାନ୍ଦୁଛି କାଲି ମୁଁ କନ | ଓଡ଼ିଆ କବିତା Video

"ଶବ ****** ଆଜି ମୁଁ ହସୁଛି ଋଷୁଚି କାନ୍ଦୁଛି କାଲି ମୁଁ କନ୍ଦେଇ ଦେବି ଅଚଳ ଶରୀର ହୋଇବ ପଥର ମଶାଣି କୁ ଚାଲି ଯିବି ଆଜି ମୁଁ ଦେଖୁଚି କେତେ ଯେ ସପନ କାଲି କା ସପନ ହେବି ରାତି ରେ ଦେଖିଣ ସୋଧୁଥିବ ମୋତେ ଭୟରେ ନପାରି ଶୋଇ ।। ଆଜି ସିନା ବସେ ଘର ର ପିଣ୍ଡା ରେ କାଲି କାନ୍ଥରେ ଟଙ୍ଗା ହେବି ତେର ଦିନ ପରେ ଭୁଲି ଯିବେ ସବୁ କୋଉ ମାଟି ରେ ମୁଁ ମିଶି ଯିବି ©Mamata Sau "

ଶବ ****** ଆଜି ମୁଁ ହସୁଛି ଋଷୁଚି କାନ୍ଦୁଛି କାଲି ମୁଁ କନ୍ଦେଇ ଦେବି ଅଚଳ ଶରୀର ହୋଇବ ପଥର ମଶାଣି କୁ ଚାଲି ଯିବି ଆଜି ମୁଁ ଦେଖୁଚି କେତେ ଯେ ସପନ କାଲି କା ସପନ ହେବି ରାତି ରେ ଦେଖିଣ ସୋଧୁଥିବ ମୋତେ ଭୟରେ ନପାରି ଶୋଇ ।। ଆଜି ସିନା ବସେ ଘର ର ପିଣ୍ଡା ରେ କାଲି କାନ୍ଥରେ ଟଙ୍ଗା ହେବି ତେର ଦିନ ପରେ ଭୁଲି ଯିବେ ସବୁ କୋଉ ମାଟି ରେ ମୁଁ ମିଶି ଯିବି ©Mamata Sau

#alone

People who shared love close

More like this

Trending Topic