ଚାକିରି ଚାକରି ବଲି ପଢଲି ରାଏତ୍ ଦିନ଼
ପଢଲା ପରେ ଯାନଲି ଯେ ସବୁ ଆଏ ଭିନ୍ ଭିନ୍।।
ମାର୍କା ରଖି ଚାକରି କରବୁ ଇଟା ସାର୍ ନ ଖାଲି,
ପିଲା ଆଏ ବଲି ଅଫିସର ମାନେ ଘରୁ ଦୂରିଆ ଦେଲେ ଠେଲି ।।
ଦରମା ଆଏଲେ ଉସତ୍ ଲାଗସି ଇଟା ଚାକରି ବଲି
ହେଲେ ସତ କଥା ଦୁଃଖ ଆଏ ଭାୟା ଘର କେ ଯିବୁ ଭୁଲି ।।
କୁନୁଆଁ ବାଗିର ଘରକେ ଯିବୁ
ରହି ନାଇଁ ପାରୁ ଦିନ ଯହ ।।
ଚାକରି ଜୀବନ କାଁଏ ସହଜ ଆଏ ଭାଇ
ଜିଏ ଜିଏ କରୁଛ କହ ??
ମାଷ୍ଟର ଚାକରି ସୁଖର ଚାକରି କହେସନ଼ ସଭେ ଇଟା,
ଯିଏ ବାହାରେ ରହିଛେ ସିଏ ଯାନିଛେ ସୁଆଦ ଖଟା କି ମିଠା ।।
ପହେଲା ପହେଲା ଭୋଟ ଡିଉଟି ଯାଇଛେ ପରେ ପଡ଼ି,
ଖରା ଛୁଟି ତୁ ଟ୍ରେନିଙ୍ଗ ଆସି ଆସି ଚାପେ ଗଲୁ ନ ଝଡି ।।
କିଏ ବୁଝବା ଆମର ଦୂ୍ଖ କେ କିଏ କରବା ଆହା,
କରବାର୍ ପଡ଼ବା ଏଥର ସରକାରି ଅଡର୍ ଆସବା ଯାହା ।।
ସରକାରୀ ଚାକରି ସୁଖ ଚାକରି ସେତେ ବେଳେ ଲାଗବା ଖୁସି ,
ଯେତେବେଳେ ତୁଇଁ ଘରପାଖେ ରହି ଘରୁ ବାହାରିବୁ,ଖାଇ ବାସି ।।
@Sam s....
.
©Sam Sahu
#alone