तू अपना काम करता चल, କର୍ମ ମହାପୁଣ୍ୟ ସୁରକ୍ଷା ସାଥୀ, ସ | ଓଡ଼ିଆ କବିତା

"तू अपना काम करता चल, କର୍ମ ମହାପୁଣ୍ୟ ସୁରକ୍ଷା ସାଥୀ, ସଙ୍ଗରେ ଥାଏ ସେ ଅଦମ୍ୟ ଶକ୍ତି । ଯାହା ଦୃଶ୍ୟମାନ ଜଳିବ କ୍ଷଣେ, କର୍ମ ସ୍ମରଣୀୟ ଜଗତ ଜିଣେ । ******* ©ସୁଜିତ୍ କୁମାର ମିଶ୍ର"

 तू अपना काम करता चल, କର୍ମ ମହାପୁଣ୍ୟ ସୁରକ୍ଷା ସାଥୀ,
ସଙ୍ଗରେ ଥାଏ ସେ ଅଦମ୍ୟ ଶକ୍ତି ।
ଯାହା ଦୃଶ୍ୟମାନ ଜଳିବ କ୍ଷଣେ,
କର୍ମ ସ୍ମରଣୀୟ ଜଗତ ଜିଣେ  ।
      *******

©ସୁଜିତ୍ କୁମାର ମିଶ୍ର

तू अपना काम करता चल, କର୍ମ ମହାପୁଣ୍ୟ ସୁରକ୍ଷା ସାଥୀ, ସଙ୍ଗରେ ଥାଏ ସେ ଅଦମ୍ୟ ଶକ୍ତି । ଯାହା ଦୃଶ୍ୟମାନ ଜଳିବ କ୍ଷଣେ, କର୍ମ ସ୍ମରଣୀୟ ଜଗତ ଜିଣେ । ******* ©ସୁଜିତ୍ କୁମାର ମିଶ୍ର

#DoYourWork

People who shared love close

More like this

Trending Topic