White ଦିନେ ତୁମେ ମୋତେ ବହୁତ୍ ଖୋଜିବ ଆକାଶର ବାଦଲ ଖଣ୍ଡର | ଓଡ଼ିଆ ପ୍ରେମ ଏବଂ ରୋ

"White ଦିନେ ତୁମେ ମୋତେ ବହୁତ୍ ଖୋଜିବ ଆକାଶର ବାଦଲ ଖଣ୍ଡରେ ଉଡ଼ିଯାଉଥିବା ପକ୍ଷୀମାନଙ୍କ କିଚିର୍ ମିଚିର୍ ଶବ୍ଦରେ ନୀରବତାର ଅନ୍ତଃସ୍ୱରରେ ବହିଯାଉଥିବା ନଈର ସ୍ରୋତରେ ଅଦିନିଆ ମେଘର ପାଣି ବୁନ୍ଦାରେ ସକାଳର କଅଁଳ ଖରାର ଛାଇରେ ବାସ୍ ଖୋଜିବ ।। ©Rajguru"

 White ଦିନେ ତୁମେ ମୋତେ ବହୁତ୍ ଖୋଜିବ 
ଆକାଶର ବାଦଲ ଖଣ୍ଡରେ 
ଉଡ଼ିଯାଉଥିବା ପକ୍ଷୀମାନଙ୍କ କିଚିର୍ ମିଚିର୍ ଶବ୍ଦରେ 
ନୀରବତାର ଅନ୍ତଃସ୍ୱରରେ 
ବହିଯାଉଥିବା ନଈର ସ୍ରୋତରେ 
ଅଦିନିଆ ମେଘର ପାଣି ବୁନ୍ଦାରେ
ସକାଳର କଅଁଳ ଖରାର ଛାଇରେ 
ବାସ୍ ଖୋଜିବ ।।

©Rajguru

White ଦିନେ ତୁମେ ମୋତେ ବହୁତ୍ ଖୋଜିବ ଆକାଶର ବାଦଲ ଖଣ୍ଡରେ ଉଡ଼ିଯାଉଥିବା ପକ୍ଷୀମାନଙ୍କ କିଚିର୍ ମିଚିର୍ ଶବ୍ଦରେ ନୀରବତାର ଅନ୍ତଃସ୍ୱରରେ ବହିଯାଉଥିବା ନଈର ସ୍ରୋତରେ ଅଦିନିଆ ମେଘର ପାଣି ବୁନ୍ଦାରେ ସକାଳର କଅଁଳ ଖରାର ଛାଇରେ ବାସ୍ ଖୋଜିବ ।। ©Rajguru

#ବାସ୍_ଖୋଜିବ #ରାଜଗୁରୁ #rajguru

People who shared love close

More like this

Trending Topic