White
ବେଳେ ବେଳେ ଏମିତି କିଛି ସ୍ବପ୍ନ ଆସେ
ଯେଉଁ ସ୍ଵପ୍ନ୍ ରେ ଆମ ଆଖି ଆଗରେ ଆପଣା ର ଲୋକ ଦୁରେଇଜାଉଥାଏ ଆଉ ଆମେ ଆଖିରୁ ଲୁହ ଗଡ଼ାଇ ନିସ୍ତବ୍ଧ ହୋଇବସି ରହିଥାଉ ହେଲେ କିଛି ବି କରିପାରୁନା,
ଯେବେ ନିଦ ଭାଙ୍ଗି ଯାଇ ଆମେ ସ୍ବପ୍ନ ର ଦୁନିଆଁ ରୁ ବାହାରି ଆସୁ
ସେତେବେଳେ ଅନୁଭବ ହୁଏ ସ୍ବପ୍ନ ରେ ଆପଣାର୍ ଲୋକ କୁ ଦୁରେଇ ଯିବାର ଦେଖି ଯଦି ହୃଦୟ ଏତେ ବିଚଳିତ ହୋଇ ଉଠୁଛି,ଆଖି ରୁ ଲୁହ ର ଧାର ବହି ଯାଉଛି ..ବାସ୍ତବରେ ଆପଣାର ଲୋକ ଠୁ ଦୁରେଇ ରହିବା କେତେ କଷ୍ଟ ଓ ଯନ୍ତ୍ରଣା ଦାୟକ ହୋଇଥିବ ସତେ ??
©sasmita sahoo
#sad_quotes