ଅନ୍ଧାର ଭିତରେ ପାଦ ଥୋଇବାକୁ ଆଗରୁ ବହୁତ ଭୟ ଥିଲା
କିନ୍ତୁ ସେ ଭୟ ଏବେ ମୋ ଠାରୁ ଦୂରେଇ ଗଲା
କାହିଁକି ଜାଣିଛୁ ତୋ ଅନ୍ଧାର ରୂପକ ଛଳନା
ମୋତେ ଦୁନିଆର ଆଲୋକ ଦେଖେଇ ଦେଲା
ଆଉ ସେଥିପାଇଁ ତ ଏଇ ଭୟ ମୋ ଠାରୁ ଦୂରେଇ ଗଲା
ଏବଂ ଜୀବନର ଆଲୋକକୁ ଖୋଜିବାକୁ ଲାଗିଲା
ଲୋକେ ଠିକ କୁହନ୍ତି ଜୀବନରେ ସବୁବେଳେ ଅନ୍ଧାର ରୂପକ କଳବାଦଲ କେବେ ରୁହେନି
ଦିନେ ନା ଦିନେ ସୂର୍ଯ୍ୟ ଉଇଁବ
ଆଉ ସେ ପୁଣି ବାହାର ଦୁନିଆ ଦେଖି ଖୁସିରେ ଜୀବନ ଜିଇଁବ
©Diptimayee Nayak
#alone #SAD #brockenheart #odiakavita #odianojoto #odiawritings