White ହେ ସମୟ... ଫେରେଇ ଦେବୁକି ମୋ ପିଲାଦିନ ଗାଆଁ ସାଙ୍ଗସାଥୀ ମେଳ ସେଇ ବୋହୁଚୋରୀ ଖେଳ ବର ଓହଳର ଦୋଳି ଖରାବେଳେ ଆମ୍ବତୋଟାର ଗହଳି ହେ ସମୟ... ଫେରେଇ ଦେବୁକି ମୋ ପିଲାଦିନ। ©SAROJINI BEHERA #sad_quotes Quotes, Shayari, Story, Poem, Jokes, Memes On Nojoto