White ହେ ସମୟ... ଫେରେଇ ଦେବୁକି ମୋ ପିଲାଦିନ ଗାଆଁ ସାଙ | ଓଡ଼ିଆ Life

"White ହେ ସମୟ... ଫେରେଇ ଦେବୁକି ମୋ ପିଲାଦିନ ଗାଆଁ ସାଙ୍ଗସାଥୀ ମେଳ ସେଇ ବୋହୁଚୋରୀ ଖେଳ ବର ଓହଳର ଦୋଳି ଖରାବେଳେ ଆମ୍ବତୋଟାର ଗହଳି ହେ ସମୟ... ଫେରେଇ ଦେବୁକି ମୋ ପିଲାଦିନ। ©SAROJINI BEHERA"

 White ହେ ସମୟ...
ଫେରେଇ ଦେବୁକି 
ମୋ ପିଲାଦିନ 
ଗାଆଁ ସାଙ୍ଗସାଥୀ ମେଳ 
ସେଇ ବୋହୁଚୋରୀ ଖେଳ 
ବର ଓହଳର ଦୋଳି 
ଖରାବେଳେ ଆମ୍ବତୋଟାର ଗହଳି 
ହେ ସମୟ...
ଫେରେଇ ଦେବୁକି 
ମୋ ପିଲାଦିନ।

©SAROJINI BEHERA

White ହେ ସମୟ... ଫେରେଇ ଦେବୁକି ମୋ ପିଲାଦିନ ଗାଆଁ ସାଙ୍ଗସାଥୀ ମେଳ ସେଇ ବୋହୁଚୋରୀ ଖେଳ ବର ଓହଳର ଦୋଳି ଖରାବେଳେ ଆମ୍ବତୋଟାର ଗହଳି ହେ ସମୟ... ଫେରେଇ ଦେବୁକି ମୋ ପିଲାଦିନ। ©SAROJINI BEHERA

#sad_quotes

People who shared love close

More like this

Trending Topic