ଦୁଇଦିନିଆ ଭଲପାଇବାକୁ ପାଇ ତମେ ଯଦି ଭାବୁଛ ମୁଁ ବେଷ୍ଟ ଲଭର | ଓଡ଼ିଆ Sad Video

"ଦୁଇଦିନିଆ ଭଲପାଇବାକୁ ପାଇ ତମେ ଯଦି ଭାବୁଛ ମୁଁ ବେଷ୍ଟ ଲଭର ପାଇଗଲି ତେବେ ତମେ ଭୁଲ ଭାବୁଛ ଟିକେ ତିନି ଦିନ ହେବାକୁ ଅପେକ୍ଷା କର ସେମାନଙ୍କୁ ଆଉ ଗୋଟେ ନୂଆ ଲଭର ମିଳିଯିବ ଆଉ ତମେ ଆଖିରୁ ଲୁହ ଢାଳିବାକୁ ଲାଗିବ କିନ୍ତୁ ହଁ ଏମାନଙ୍କ ସହ ଯେତେବେଳେ ସେମାନେ କଥା ନ ହେବେ ଏମାନେ ପୁଣି ଚାଲି ଆସିବେ କହିବାପାଇଁ ଯେ ମୁଁ ତମ ଲଭର ଆଉ sry ମୁଁ ମୋ କାମରେ ଟିକେ ବ୍ୟସ୍ତ ଥିଲି ବିଶ୍ୱାସ କର ଏମିତି ପିଲାଙ୍କୁ କେବେ ନିଜର ହୃଦୟ ଦିଅନି କି ଏ ଅଢେଇ ଦିନିଆ ପ୍ରେମକୁ ନେଇ ତମେ କିଛି ସ୍ୱପ୍ନ ଦେଖନି ©Diptimayee Nayak "

ଦୁଇଦିନିଆ ଭଲପାଇବାକୁ ପାଇ ତମେ ଯଦି ଭାବୁଛ ମୁଁ ବେଷ୍ଟ ଲଭର ପାଇଗଲି ତେବେ ତମେ ଭୁଲ ଭାବୁଛ ଟିକେ ତିନି ଦିନ ହେବାକୁ ଅପେକ୍ଷା କର ସେମାନଙ୍କୁ ଆଉ ଗୋଟେ ନୂଆ ଲଭର ମିଳିଯିବ ଆଉ ତମେ ଆଖିରୁ ଲୁହ ଢାଳିବାକୁ ଲାଗିବ କିନ୍ତୁ ହଁ ଏମାନଙ୍କ ସହ ଯେତେବେଳେ ସେମାନେ କଥା ନ ହେବେ ଏମାନେ ପୁଣି ଚାଲି ଆସିବେ କହିବାପାଇଁ ଯେ ମୁଁ ତମ ଲଭର ଆଉ sry ମୁଁ ମୋ କାମରେ ଟିକେ ବ୍ୟସ୍ତ ଥିଲି ବିଶ୍ୱାସ କର ଏମିତି ପିଲାଙ୍କୁ କେବେ ନିଜର ହୃଦୟ ଦିଅନି କି ଏ ଅଢେଇ ଦିନିଆ ପ୍ରେମକୁ ନେଇ ତମେ କିଛି ସ୍ୱପ୍ନ ଦେଖନି ©Diptimayee Nayak

#ଅଢେଇଦିନିଆପ୍ରେମ #prema #Love #treanding #viral #odianojoto #odiawritings #SAD #brockenheart

People who shared love close

More like this

Trending Topic