ସବୁ ଶାମୁକାରେ ନଥାଏ ମୁକୁତା, ସବୁ ହସ ପଛେ ନଥାଏ କାରଣ; କିଛିଙ୍କ ମନରେ ବିରାଟ ଶୂନ୍ୟତା, କିଛି ପ୍ରାଣ ଭୋଗନ୍ତି ନିଇତି ଦହନ। ©ପ୍ରିୟଙ୍କା ©Be A Poet Or Be The Poem #Ho Quotes, Shayari, Story, Poem, Jokes, Memes On Nojoto