"ଜୀବନର ଲକ୍ଷ୍ୟ ଏମିତି ରଖ ଯିଏ ତମକୁ ହରେଇଛି ତମେ ଏମିତି କିଛି କାମ କରିଦେଖେଇବ ଯାହାଫଳରେ ସେ ବି ତମକୁ ପାଇବାପାଇଁ ପାଗଳ ହେଇଯିବ ହେଲେ ତମ ପାଖରେ ଗୋଟିଏ କଥା ଥିବ ଦେଖ ମୁଁ ବହୁତ ବ୍ୟସ୍ତ ଅଛି ତମ ସହ ସବୁବେଳେ କଥା ହୋଇପାରିବିନି କିନ୍ତୁ ହଁ ତମେ ଯେବେ ଚାହିଁବ ମୋ ସହ ଗୋଟେ ଭଲ ବନ୍ଧୁଭଳି କଥା ହୋଇପାରିବ
©Diptimayee Nayak
"