ଆଜି ମୁଁ ଏକା ଅଛି କିନ୍ତୁ ତୋ ସ୍ମୃତି ସବୁବେଳେ ମୋ ସାଥିରେ | ଓଡ଼ିଆ ଶାୟାରି ଏବଂ

"ଆଜି ମୁଁ ଏକା ଅଛି କିନ୍ତୁ ତୋ ସ୍ମୃତି ସବୁବେଳେ ମୋ ସାଥିରେ ରହିଛି ଯେବେ ମୁଁ କୁହେ ତୋ ଠାରୁ ମୁଁ ଦୂରେଇ ଯାଇଛି ତୋ ଭଲପାଇବା କୁହେ ମୁଁ ତୋ ହୃଦୟ ଭିତରେ ଲୁଚିକି ରହିଛି ଖୋଲା ଲଫାପାକୁ ଖୋଲି ଯେବେ ମୁଁ ତୋ ଚିଠି ପଢିବାକୁ ଚାହିଁଛି ସେ ଚିଠିର ସାମ୍ନାରେ ତୋ ନାଁ ସହ ମୋ ନାଁ ଯୋଡ଼ା ହୋଇଛି ହେଲେ ସତରେ ଆମ ସମ୍ପର୍କ ଏବେ କେତେ ବଦଳି ଯାଇଛି ଚିଠିରେ ସିନା ମୋ ନାଁ ହୃଦୟ ଭିତରେ ତୋର ଆଉ କାହା ଠିକଣା ©Diptimayee Nayak"

 ଆଜି ମୁଁ ଏକା ଅଛି କିନ୍ତୁ ତୋ ସ୍ମୃତି ସବୁବେଳେ ମୋ ସାଥିରେ ରହିଛି 
ଯେବେ ମୁଁ କୁହେ ତୋ ଠାରୁ ମୁଁ ଦୂରେଇ ଯାଇଛି 
ତୋ ଭଲପାଇବା କୁହେ 
ମୁଁ ତୋ ହୃଦୟ ଭିତରେ ଲୁଚିକି ରହିଛି 
ଖୋଲା ଲଫାପାକୁ ଖୋଲି ଯେବେ ମୁଁ ତୋ ଚିଠି ପଢିବାକୁ ଚାହିଁଛି 
ସେ ଚିଠିର ସାମ୍ନାରେ ତୋ ନାଁ ସହ ମୋ ନାଁ ଯୋଡ଼ା ହୋଇଛି 
ହେଲେ ସତରେ ଆମ ସମ୍ପର୍କ ଏବେ କେତେ ବଦଳି ଯାଇଛି 
ଚିଠିରେ ସିନା ମୋ ନାଁ 
ହୃଦୟ ଭିତରେ ତୋର ଆଉ କାହା ଠିକଣା

©Diptimayee Nayak

ଆଜି ମୁଁ ଏକା ଅଛି କିନ୍ତୁ ତୋ ସ୍ମୃତି ସବୁବେଳେ ମୋ ସାଥିରେ ରହିଛି ଯେବେ ମୁଁ କୁହେ ତୋ ଠାରୁ ମୁଁ ଦୂରେଇ ଯାଇଛି ତୋ ଭଲପାଇବା କୁହେ ମୁଁ ତୋ ହୃଦୟ ଭିତରେ ଲୁଚିକି ରହିଛି ଖୋଲା ଲଫାପାକୁ ଖୋଲି ଯେବେ ମୁଁ ତୋ ଚିଠି ପଢିବାକୁ ଚାହିଁଛି ସେ ଚିଠିର ସାମ୍ନାରେ ତୋ ନାଁ ସହ ମୋ ନାଁ ଯୋଡ଼ା ହୋଇଛି ହେଲେ ସତରେ ଆମ ସମ୍ପର୍କ ଏବେ କେତେ ବଦଳି ଯାଇଛି ଚିଠିରେ ସିନା ମୋ ନାଁ ହୃଦୟ ଭିତରେ ତୋର ଆଉ କାହା ଠିକଣା ©Diptimayee Nayak

People who shared love close

More like this

Trending Topic