ଦିବାଲୋକେ ସଂସ୍କୃତିର ହତ୍ୟା ପରମ୍ପରା ଶ୍ୱାସରୁଦ୍ଧ | ଓଡ଼ିଆ Poetry

"ଦିବାଲୋକେ ସଂସ୍କୃତିର ହତ୍ୟା ପରମ୍ପରା ଶ୍ୱାସରୁଦ୍ଧ କରି କଳାପାହାଡ଼ର ନିଷ୍ଠୁର ନିର୍ଦୟ ହାତ ଧୂଳି ଝାଡ଼େ, ରକ୍ତ ପୋଛେ.. ଆଜି ଲୁଚାଇବ କିଏ ଐତିହର ପ୍ରାଣପିଣ୍ଡ ସାଇତିବ ଇତିହାସର ବେଦନା ଆଉଥରେ ବାଲିତଳେ ପୋତି ? ନିରୁପାୟ ରାଜା, ନିରସ୍ତ୍ର ଆଚାର୍ଯ୍ୟ, ଏବଂ ଯୋଗମଗ୍ନ ଗୁରୁଦେବଙ୍କ ମୁଦ୍ରିତ ଆଖି ଆଗରେ କୁରୁସଭା ତଳେ ଗଉରବ ଭୁଲୁଣ୍ଠିତ, ଭୀରୁ ସ୍ୱପ୍ନ ସବୁ ସ୍ତିମିତ ନିବସ୍ତ୍ର ପାଞ୍ଚାଳୀ ଲୁହରେ ©Rishi"

 ଦିବାଲୋକେ ସଂସ୍କୃତିର ହତ୍ୟା 
      ପରମ୍ପରା ଶ୍ୱାସରୁଦ୍ଧ କରି 
କଳାପାହାଡ଼ର ନିଷ୍ଠୁର ନିର୍ଦୟ ହାତ
      ଧୂଳି ଝାଡ଼େ, ରକ୍ତ ପୋଛେ..
ଆଜି ଲୁଚାଇବ କିଏ
      ଐତିହର ପ୍ରାଣପିଣ୍ଡ
ସାଇତିବ ଇତିହାସର ବେଦନା 
      ଆଉଥରେ ବାଲିତଳେ ପୋତି ?

ନିରୁପାୟ ରାଜା,
ନିରସ୍ତ୍ର ଆଚାର୍ଯ୍ୟ,
ଏବଂ ଯୋଗମଗ୍ନ ଗୁରୁଦେବଙ୍କ 
ମୁଦ୍ରିତ ଆଖି ଆଗରେ 
       କୁରୁସଭା ତଳେ
       ଗଉରବ ଭୁଲୁଣ୍ଠିତ, 
ଭୀରୁ ସ୍ୱପ୍ନ ସବୁ ସ୍ତିମିତ 
       ନିବସ୍ତ୍ର ପାଞ୍ଚାଳୀ ଲୁହରେ

©Rishi

ଦିବାଲୋକେ ସଂସ୍କୃତିର ହତ୍ୟା ପରମ୍ପରା ଶ୍ୱାସରୁଦ୍ଧ କରି କଳାପାହାଡ଼ର ନିଷ୍ଠୁର ନିର୍ଦୟ ହାତ ଧୂଳି ଝାଡ଼େ, ରକ୍ତ ପୋଛେ.. ଆଜି ଲୁଚାଇବ କିଏ ଐତିହର ପ୍ରାଣପିଣ୍ଡ ସାଇତିବ ଇତିହାସର ବେଦନା ଆଉଥରେ ବାଲିତଳେ ପୋତି ? ନିରୁପାୟ ରାଜା, ନିରସ୍ତ୍ର ଆଚାର୍ଯ୍ୟ, ଏବଂ ଯୋଗମଗ୍ନ ଗୁରୁଦେବଙ୍କ ମୁଦ୍ରିତ ଆଖି ଆଗରେ କୁରୁସଭା ତଳେ ଗଉରବ ଭୁଲୁଣ୍ଠିତ, ଭୀରୁ ସ୍ୱପ୍ନ ସବୁ ସ୍ତିମିତ ନିବସ୍ତ୍ର ପାଞ୍ଚାଳୀ ଲୁହରେ ©Rishi

#କଳାପାହାଡ଼

People who shared love close

More like this

Trending Topic