White ଆଗୋ ଧନ ମୁଲକି ଟିକେ ହଁସି ତ ଦିଅ
ଆଗୋ ଧନ ମୁଲକି ଟିକେ ହଁସି ତ ଦିଅ
ପଛେ ଠିଆ ହେଇଛେଁ ମୁଇଁ
ପଛକେ ମୁଡି କରି ଟିକେ ହଁସି ତ ଦିଅ
ଆଗୋ ଧନ ମୁଲକି ଟିକେ ହଁସି ତ ଦିଅ
ଆଗୋ ଧନ ମୁଲକି ଟିକେ ହଁସି ତ ଦିଅ
ନାଇଁ ହଁସ ବଏଲେ
ପଛକେ ମୁଡି କରି ଟିକେ ଦେଖି ତ ଦିଅ
ଆଗୋ ଧନ ମୁଲକି ଟିକେ ହଁସି ତ ଦିଅ
ଆଗୋ ଧନ ମୁଲକି ଟିକେ ହଁସି ତ ଦିଅ
ପାଗଲା ଆଏ ଇ ଦିଲ
ଇ ଦିଲ କେ ହେଲେ ମାଗି ତ ଦିଅ
ଆଗୋ ଧନ ମୁଲକି ଟିକେ ହଁସି ତ ଦିଅ
ଆଗୋ ଧନ ମୁଲକି ଟିକେ ହଁସି ତ ଦିଅ।।
©dil_ki.dhun
#Sambalpuri.