"ଚିଂହ୍ନିଲି ବନ୍ଧୁକୁ ତାର ବନ୍ଧୁତା ଭାବକୁ
କେତେ ଯେ ନିର୍ମଳ ସେହି
ଦୁଃଖ ପଡ଼ି ଥିଲେ ଦୁରେ ଦୁରେ ଥାଇ
ସୁଖରେ ଲୋଡ଼ନ୍ତି ରେ ସେଇ
କପାଳ ଫାଟଇ ଦଇବ ଦାଉ ରୁ
ଫାଟିଯାଉଥାଏ ଛାତି ...
ମନ ଖୋଜୁ ଥାଏ କେହି ଯେ ଆପଣା ଦେଖାନ୍ତା କି ସହାନଭୂତି
ନଥାନ୍ତି ରେ କେହି ଦୁଃଖ ସମୟରେ କହିବାକୁ ଆହା କେହି
କହିମୁଁ ପାରେନା ସ୍ବାର୍ଥପର ବୋଲି ଦୁନିଆର ନୀତି ଏଇ...
ନିଜ ସୁବିଧାକୁ ଆଗ ରେ ଦେଖିବେ .. ଅନ୍ୟ କଥା ଯାଇ ଭୁଲି
100 ରୁ ଥିବେ ରେ 10 ଜଣ ଲୋକ ଯିଏ
©Mamata Sau
"