White ନିରବତା ଏବେ ଭଲ ଲାଗେ ମତେ ଗହଳି କୁ ମୁଁ ଚିଡେ, କେମିତି ଥିଲି ମୁଁ କଣ ହେଲି ମୁଁ ସମୟ ର ଗୋଟେ ମାଡେ। ଏକାନ୍ତ ରହି ମୁଁ ନିଜକୁ ବୁଝୁଛି କ୍ଷଣ କ୍ଷଣ ଅନ୍ତରାଳେ , ଲୋକେ କହୁଛନ୍ତି ବଦଳି ଗଲାଣି ହେଲିନି ମୁଁ କୋଉ କୂଳେ । ©ସାଗରିକା #sad_shayari Quotes, Shayari, Story, Poem, Jokes, Memes On Nojoto