ତୋ ଆଖିରେ ମୋ ଆଖି ଯେବେ ମିଶିଲା ମୋ ମନ ବୁଝୁନି ସବୁ ବେଳେ | ଓଡ଼ିଆ କବିତା Video

"ତୋ ଆଖିରେ ମୋ ଆଖି ଯେବେ ମିଶିଲା ମୋ ମନ ବୁଝୁନି ସବୁ ବେଳେ ତତେ ସେ ଖୋଜିଲା ଅଦିନ ମେଘ ଟେ ହୋଇ ଆସିଲୁ ମୋ ଜୀବନେ ମହୁ ବରସିଲୁ ରଙ୍ଗ ବୋଳି ଦେଲୁ ମୋର ଏଇ ମନେ ମୋ ଚଲା ବାଟ ରେ ସାଜି ଆସିଲୁ ତୁ ଗୋଲାପ ମୋ ସାଥିରେ ଥା ତୁ.. ଆସୁ ବୈଶାଖର ଝାଞ୍ଜି ଅବା ଫଗୁଣ ର ପରସ ସାଥୀ ହୋଇ ଚାଲୁ ଥିବା ଦିନ ମାସ ବରଷ ।। ©Mamata Sau "

ତୋ ଆଖିରେ ମୋ ଆଖି ଯେବେ ମିଶିଲା ମୋ ମନ ବୁଝୁନି ସବୁ ବେଳେ ତତେ ସେ ଖୋଜିଲା ଅଦିନ ମେଘ ଟେ ହୋଇ ଆସିଲୁ ମୋ ଜୀବନେ ମହୁ ବରସିଲୁ ରଙ୍ଗ ବୋଳି ଦେଲୁ ମୋର ଏଇ ମନେ ମୋ ଚଲା ବାଟ ରେ ସାଜି ଆସିଲୁ ତୁ ଗୋଲାପ ମୋ ସାଥିରେ ଥା ତୁ.. ଆସୁ ବୈଶାଖର ଝାଞ୍ଜି ଅବା ଫଗୁଣ ର ପରସ ସାଥୀ ହୋଇ ଚାଲୁ ଥିବା ଦିନ ମାସ ବରଷ ।। ©Mamata Sau

#BahuBali

People who shared love close

More like this

Trending Topic