ନିରୀକ୍ଷଣ ଆକାଶ ସମୁଦ୍ର ପାହାଡ ଝରଣା ଆମଠାରୁ ବହୁଦୂରେ, ବ | ଓଡ଼ିଆ କବିତା

"ନିରୀକ୍ଷଣ ଆକାଶ ସମୁଦ୍ର ପାହାଡ ଝରଣା ଆମଠାରୁ ବହୁଦୂରେ, ବୋଧେ ସେଥିପାଇଁ '' ନିରୀକ୍ଷଣ '' ଶବ୍ଦ କବରରେ ଖବରରେ । **** ©ସୁଜିତ୍ କୁମାର ମିଶ୍ର"

 ନିରୀକ୍ଷଣ

ଆକାଶ ସମୁଦ୍ର
ପାହାଡ ଝରଣା
ଆମଠାରୁ ବହୁଦୂରେ,
ବୋଧେ ସେଥିପାଇଁ
'' ନିରୀକ୍ଷଣ '' ଶବ୍ଦ
କବରରେ ଖବରରେ  ।
       ****

©ସୁଜିତ୍ କୁମାର ମିଶ୍ର

ନିରୀକ୍ଷଣ ଆକାଶ ସମୁଦ୍ର ପାହାଡ ଝରଣା ଆମଠାରୁ ବହୁଦୂରେ, ବୋଧେ ସେଥିପାଇଁ '' ନିରୀକ୍ଷଣ '' ଶବ୍ଦ କବରରେ ଖବରରେ । **** ©ସୁଜିତ୍ କୁମାର ମିଶ୍ର

#Mountains

People who shared love close

More like this

Trending Topic