ମାଘର ଶୀତ ଆଷାଢେ ବରଷା ବୈଶାଖ ର ସେଇ ଝାଞ୍ଜି କୁ ସହି କରୁଥ | ଓଡ଼ିଆ କବିତା Video

"ମାଘର ଶୀତ ଆଷାଢେ ବରଷା ବୈଶାଖ ର ସେଇ ଝାଞ୍ଜି କୁ ସହି କରୁଥାଏ ଶ୍ରମ ନିଜ ପେଟ ପୋଷିବା ପାଇଁ।। ଧନ ରେ ଗରିବ ମନରେ ଧନୀ ଆଜିର ଦିନ ଟି ତାଙ୍କରି ପାଇଁ ଧନ୍ୟ ତୁମେ ଆମ ଶ୍ରମିକ ଭାଈ।। ©Mamata Sau "

ମାଘର ଶୀତ ଆଷାଢେ ବରଷା ବୈଶାଖ ର ସେଇ ଝାଞ୍ଜି କୁ ସହି କରୁଥାଏ ଶ୍ରମ ନିଜ ପେଟ ପୋଷିବା ପାଇଁ।। ଧନ ରେ ଗରିବ ମନରେ ଧନୀ ଆଜିର ଦିନ ଟି ତାଙ୍କରି ପାଇଁ ଧନ୍ୟ ତୁମେ ଆମ ଶ୍ରମିକ ଭାଈ।। ©Mamata Sau

#Labourday

People who shared love close

More like this

Trending Topic