ବରଫ ଘରର ଜୀବନ 🍁🍁🍁🍁🍁🍁🍁 ଗୋରସ ର ରସ ପାହାଡ ଉଦ୍ଭାସ ଏସ୍କି | ଓଡ଼ିଆ କବିତା Video

"ବରଫ ଘରର ଜୀବନ 🍁🍁🍁🍁🍁🍁🍁 ଗୋରସ ର ରସ ପାହାଡ ଉଦ୍ଭାସ ଏସ୍କିମୋ ମାନଙ୍କ ଦେଶ। ବରଫ ଖଣ୍ଡର ଡ୍ୟୁଟି ର ସମ୍ଭାର ମନୋହର ପରିବେଶ। ଇଗ୍ଲୁ ପରି ଦିଶେ ସରବ ପ୍ରାଙ୍ଗଣ ଗୁମ୍ଫା ପରି ଘର ଦ୍ଵାର। ସୁଉଚ୍ଚ ଶିଖର ଧବ ଆସିଆନା ଦିଶେ କେଡେ ଉଭାଗର। ସମୀର ତାନରେ ଶୀତୁଆ ଶରୀରେ ହୃଦେ ଉଠେ ଶିହରଣ। ବେଶ ଭୂଷା ଯେତେ ପିନ୍ଧି ଥିଲେ ସୁଦ୍ଧା ଶୀତ ର ହୁଏ ଝରଣ। ବରଫ ସଦନ ଥଣ୍ଡା ଆବରଣ ଥଣ୍ଡା ରେ ଥଣ୍ଡା ଜୀବନ। ବାହାରେ ଶୀତୁଆ ଭିତରେ ଗରମ ତନୁ ଶୀତଳ ଚନ୍ଦନ। ଅଭ୍ୟାସ ହେଲେ ସେଠାରେ ଜୀବନ ଶରୀର ପକ୍ଷରେ ହିତ। ନହେଲେ ହିମରୁ ହେବ ଯେ ଦୁର୍ଗମ ଥଣ୍ଡା ଜ୍ବରେ ପ୍ରବାହିତ। ନାକ ସଲ ସଲ ତନୁ କଳବଳ ଆଖି ହେବ ଛଳ ଛଳ। ହୃଦ ଥର ଥର ତଣ୍ଟି ଖର ଖର କାଶ ହେବ ଯେ ପ୍ରବଳ। ତୁନ୍ଦ୍ରଞ୍ଚଳେ ଶୀତ ହିମ ଆଚ୍ଛାଦିତ ଇଗ୍ଲୁ ରେ କରନ୍ତି ବାସ। ଏସ୍କୀମୋ ମାନେ ତ ରହନ୍ତି ଖୁସିରେ ଜୀବନ ହୁଏ ସରସ। ବିଚିତ୍ର ତାଙ୍କର ଜୀବନ ଯାପନ ବିଚିତ୍ର ତାଙ୍କର ମନ। ଚିକ୍କଣ ବରଫେ ଗମନା ଗମନ ସ୍ଲେଜ୍ ଗାଡି ତାଙ୍କ ଯାନ। ଶୀତ ର ଦାଉରୁ ସୁରକ୍ଷା ପାଇଁ କି ଚମଡାରେ ତାଙ୍କ ବେଶ। ଗ୍ରୀଷ୍ମ କାଳରେ ଟିଉପିକ ନିର୍ମିତ ଚମଡା ତମ୍ବୁରେ ବାସ । ବରଫ ପ୍ରଦେଶେ ରହିବା ସକାଶେ ©Sri batsa Meher "

ବରଫ ଘରର ଜୀବନ 🍁🍁🍁🍁🍁🍁🍁 ଗୋରସ ର ରସ ପାହାଡ ଉଦ୍ଭାସ ଏସ୍କିମୋ ମାନଙ୍କ ଦେଶ। ବରଫ ଖଣ୍ଡର ଡ୍ୟୁଟି ର ସମ୍ଭାର ମନୋହର ପରିବେଶ। ଇଗ୍ଲୁ ପରି ଦିଶେ ସରବ ପ୍ରାଙ୍ଗଣ ଗୁମ୍ଫା ପରି ଘର ଦ୍ଵାର। ସୁଉଚ୍ଚ ଶିଖର ଧବ ଆସିଆନା ଦିଶେ କେଡେ ଉଭାଗର। ସମୀର ତାନରେ ଶୀତୁଆ ଶରୀରେ ହୃଦେ ଉଠେ ଶିହରଣ। ବେଶ ଭୂଷା ଯେତେ ପିନ୍ଧି ଥିଲେ ସୁଦ୍ଧା ଶୀତ ର ହୁଏ ଝରଣ। ବରଫ ସଦନ ଥଣ୍ଡା ଆବରଣ ଥଣ୍ଡା ରେ ଥଣ୍ଡା ଜୀବନ। ବାହାରେ ଶୀତୁଆ ଭିତରେ ଗରମ ତନୁ ଶୀତଳ ଚନ୍ଦନ। ଅଭ୍ୟାସ ହେଲେ ସେଠାରେ ଜୀବନ ଶରୀର ପକ୍ଷରେ ହିତ। ନହେଲେ ହିମରୁ ହେବ ଯେ ଦୁର୍ଗମ ଥଣ୍ଡା ଜ୍ବରେ ପ୍ରବାହିତ। ନାକ ସଲ ସଲ ତନୁ କଳବଳ ଆଖି ହେବ ଛଳ ଛଳ। ହୃଦ ଥର ଥର ତଣ୍ଟି ଖର ଖର କାଶ ହେବ ଯେ ପ୍ରବଳ। ତୁନ୍ଦ୍ରଞ୍ଚଳେ ଶୀତ ହିମ ଆଚ୍ଛାଦିତ ଇଗ୍ଲୁ ରେ କରନ୍ତି ବାସ। ଏସ୍କୀମୋ ମାନେ ତ ରହନ୍ତି ଖୁସିରେ ଜୀବନ ହୁଏ ସରସ। ବିଚିତ୍ର ତାଙ୍କର ଜୀବନ ଯାପନ ବିଚିତ୍ର ତାଙ୍କର ମନ। ଚିକ୍କଣ ବରଫେ ଗମନା ଗମନ ସ୍ଲେଜ୍ ଗାଡି ତାଙ୍କ ଯାନ। ଶୀତ ର ଦାଉରୁ ସୁରକ୍ଷା ପାଇଁ କି ଚମଡାରେ ତାଙ୍କ ବେଶ। ଗ୍ରୀଷ୍ମ କାଳରେ ଟିଉପିକ ନିର୍ମିତ ଚମଡା ତମ୍ବୁରେ ବାସ । ବରଫ ପ୍ରଦେଶେ ରହିବା ସକାଶେ ©Sri batsa Meher

#sunrisesunset

People who shared love close

More like this

Trending Topic