କବିତା ଅଟେ ଅନ୍ତର୍ମନ ର ଭାଷା ଯେଉଁ ଥିରେ ନଥାଏ ଛଳନା ନଥା | ଓଡ଼ିଆ Poetry

"କବିତା ଅଟେ ଅନ୍ତର୍ମନ ର ଭାଷା ଯେଉଁ ଥିରେ ନଥାଏ ଛଳନା ନଥାଏ କପଟ ନା ହଁ ଈର୍ଷା କେବଳ ଥାଏ ବ୍ୟକ୍ତ କରିବାର ଅଭିଳାଷା.... ମୁଁ ଚାହେଁ ଠିକ୍ କବିତା ପରି ପ୍ରେମ ଯାହା କୋଳ ରେ ମିଳୁଥିବ ଶାନ୍ତି ଓ ସ୍ଵାଧୀନତା ଆଶା ରହିତ ହୋଇ ଚାଲିଥିବ ପରସ୍ପର କୁ ଚିହ୍ନିବା ର ଚେଷ୍ଟା ନାଁ ଥିବ ଶଦ୍ଦ ନାଁ ହିଁ ଥିବ ଭାଷା.... କବିତା ର ସବୁ ଶବ୍ଦରେ ଥିବା ନୂତନତା ପରି ଦୁହେଁ ଦୁହିଁଙ୍କ ଭିତରେ ଖୋଜୁଥିବୁ ସ୍ୱତନ୍ତ୍ରତା ନିଇତି ସୂର୍ଯ୍ୟ ର କିରଣ ବଢ଼ାଉଥିବ ଆମ ଭିତର ର ଦୃଢ଼ତା..... ଏବଂ ଚନ୍ଦ୍ର ର ଚାନ୍ଦିନୀ ଆରମ୍ଭ କରୁଥିବ ପୁଣି ଏକ ନୂଆ କବିତା.... ©Tejaswinee"

 କବିତା ଅଟେ ଅନ୍ତର୍ମନ ର ଭାଷା
ଯେଉଁ ଥିରେ ନଥାଏ ଛଳନା 
ନଥାଏ କପଟ ନା ହଁ ଈର୍ଷା
କେବଳ ଥାଏ ବ୍ୟକ୍ତ କରିବାର ଅଭିଳାଷା....

ମୁଁ ଚାହେଁ ଠିକ୍ କବିତା ପରି ପ୍ରେମ
ଯାହା କୋଳ ରେ ମିଳୁଥିବ ଶାନ୍ତି ଓ ସ୍ଵାଧୀନତା
ଆଶା ରହିତ ହୋଇ ଚାଲିଥିବ ପରସ୍ପର କୁ ଚିହ୍ନିବା ର ଚେଷ୍ଟା
ନାଁ ଥିବ ଶଦ୍ଦ ନାଁ ହିଁ ଥିବ ଭାଷା....

କବିତା ର ସବୁ ଶବ୍ଦରେ ଥିବା ନୂତନତା ପରି
ଦୁହେଁ ଦୁହିଁଙ୍କ ଭିତରେ ଖୋଜୁଥିବୁ ସ୍ୱତନ୍ତ୍ରତା
ନିଇତି ସୂର୍ଯ୍ୟ ର କିରଣ ବଢ଼ାଉଥିବ ଆମ ଭିତର ର ଦୃଢ଼ତା.....
ଏବଂ ଚନ୍ଦ୍ର ର ଚାନ୍ଦିନୀ ଆରମ୍ଭ କରୁଥିବ ପୁଣି ଏକ ନୂଆ କବିତା....

©Tejaswinee

କବିତା ଅଟେ ଅନ୍ତର୍ମନ ର ଭାଷା ଯେଉଁ ଥିରେ ନଥାଏ ଛଳନା ନଥାଏ କପଟ ନା ହଁ ଈର୍ଷା କେବଳ ଥାଏ ବ୍ୟକ୍ତ କରିବାର ଅଭିଳାଷା.... ମୁଁ ଚାହେଁ ଠିକ୍ କବିତା ପରି ପ୍ରେମ ଯାହା କୋଳ ରେ ମିଳୁଥିବ ଶାନ୍ତି ଓ ସ୍ଵାଧୀନତା ଆଶା ରହିତ ହୋଇ ଚାଲିଥିବ ପରସ୍ପର କୁ ଚିହ୍ନିବା ର ଚେଷ୍ଟା ନାଁ ଥିବ ଶଦ୍ଦ ନାଁ ହିଁ ଥିବ ଭାଷା.... କବିତା ର ସବୁ ଶବ୍ଦରେ ଥିବା ନୂତନତା ପରି ଦୁହେଁ ଦୁହିଁଙ୍କ ଭିତରେ ଖୋଜୁଥିବୁ ସ୍ୱତନ୍ତ୍ରତା ନିଇତି ସୂର୍ଯ୍ୟ ର କିରଣ ବଢ଼ାଉଥିବ ଆମ ଭିତର ର ଦୃଢ଼ତା..... ଏବଂ ଚନ୍ଦ୍ର ର ଚାନ୍ଦିନୀ ଆରମ୍ଭ କରୁଥିବ ପୁଣି ଏକ ନୂଆ କବିତା.... ©Tejaswinee

People who shared love close

More like this

Trending Topic