ଶୀତ ସକାଳ ର ପହିଲି ଖରା ପଡ଼ିଥିଲା ଚଟାଣ ରେ ପହଞ୍ଚିଲି ଯା | ଓଡ଼ିଆ କବିତା Video

"ଶୀତ ସକାଳ ର ପହିଲି ଖରା ପଡ଼ିଥିଲା ଚଟାଣ ରେ ପହଞ୍ଚିଲି ଯାଇ ମୋ ପ୍ରିୟା ଗାଁ ରେ ନୁଆଁଣିଆ ଚାଳ ଘରେ ଲାଜେଇ ପ୍ରିୟା ମୋ ଲୁଚି ଦେଖୁଥିଲା ବାଡି ପଟ ଝରକାରେ ଲାଜ ତା ନିଆରା ଲାଜକୁଳୀ ଲତା ପ୍ରେମ ତାର ଭାରି ମିଠା ଧରିଲି ଯେବେ ମୁଁ ପ୍ରିୟା ର ହାତ ଚମକି ପଡ଼ି ସେ କରିଲା ଲାଜ ପ୍ରତିଶ୍ମୂର୍ର୍ତି ଦେଇ କହିଲି କାନେ ପାଲିଙ୍କି ଚଢି ମୁଁ ଆସିବି ଦିନେ ଆସୁ ଏଇ ସନ ଫଗୁଣ ମାସ ନେଇ ଯିବି ତତେ ମୋହରି ଦେଶ ଅଭିମାନୀ ପରା ପ୍ରିୟା ମୋର ଓଠ ରେ ହସ ଟା ଆଖି ଛଳ ଛଳ ©Mamata Sau "

ଶୀତ ସକାଳ ର ପହିଲି ଖରା ପଡ଼ିଥିଲା ଚଟାଣ ରେ ପହଞ୍ଚିଲି ଯାଇ ମୋ ପ୍ରିୟା ଗାଁ ରେ ନୁଆଁଣିଆ ଚାଳ ଘରେ ଲାଜେଇ ପ୍ରିୟା ମୋ ଲୁଚି ଦେଖୁଥିଲା ବାଡି ପଟ ଝରକାରେ ଲାଜ ତା ନିଆରା ଲାଜକୁଳୀ ଲତା ପ୍ରେମ ତାର ଭାରି ମିଠା ଧରିଲି ଯେବେ ମୁଁ ପ୍ରିୟା ର ହାତ ଚମକି ପଡ଼ି ସେ କରିଲା ଲାଜ ପ୍ରତିଶ୍ମୂର୍ର୍ତି ଦେଇ କହିଲି କାନେ ପାଲିଙ୍କି ଚଢି ମୁଁ ଆସିବି ଦିନେ ଆସୁ ଏଇ ସନ ଫଗୁଣ ମାସ ନେଇ ଯିବି ତତେ ମୋହରି ଦେଶ ଅଭିମାନୀ ପରା ପ୍ରିୟା ମୋର ଓଠ ରେ ହସ ଟା ଆଖି ଛଳ ଛଳ ©Mamata Sau

#alone

People who shared love close

More like this

Trending Topic