ଫଟା ଓଠ ରଙ୍ଗେ ସଜେଇ ହେଲାଣି ପାଦ ଧୀରେ ଗତିଶୀଳ, ଫେବ୍ରୁଆର | ଓଡ଼ିଆ କବିତା

"ଫଟା ଓଠ ରଙ୍ଗେ ସଜେଇ ହେଲାଣି ପାଦ ଧୀରେ ଗତିଶୀଳ, ଫେବ୍ରୁଆରୀ ଦେହେ ପ୍ରେମର ଛିଟିକା ବାକିତ ନୁଖୁରା ବାଳ । ©ସୁଜିତ୍ କୁମାର ମିଶ୍ର"

 ଫଟା ଓଠ ରଙ୍ଗେ
ସଜେଇ ହେଲାଣି
ପାଦ ଧୀରେ ଗତିଶୀଳ,
ଫେବ୍ରୁଆରୀ ଦେହେ
ପ୍ରେମର ଛିଟିକା
ବାକିତ ନୁଖୁରା ବାଳ ।

©ସୁଜିତ୍ କୁମାର ମିଶ୍ର

ଫଟା ଓଠ ରଙ୍ଗେ ସଜେଇ ହେଲାଣି ପାଦ ଧୀରେ ଗତିଶୀଳ, ଫେବ୍ରୁଆରୀ ଦେହେ ପ୍ରେମର ଛିଟିକା ବାକିତ ନୁଖୁରା ବାଳ । ©ସୁଜିତ୍ କୁମାର ମିଶ୍ର

People who shared love close

More like this

Trending Topic