World Ozone Day ବିରାଟ ଦୁନିଆଁ ରେ ବିଶାଳ ହୃଦୟ 🍁🍁🍁🍁🍁🍁🍁 | ଓଡ଼ିଆ କବିତା Video

"World Ozone Day ବିରାଟ ଦୁନିଆଁ ରେ ବିଶାଳ ହୃଦୟ 🍁🍁🍁🍁🍁🍁🍁🍁 ବିସ୍ତୀର୍ଣ୍ଣ ମନର ବିରାଟ ଦୁନିଆଁ ଭାବ ପରଭାବ ତାହାର ଅନନ୍ୟ। ଦୀନ ହିନ ସିଏ ମନ ଅକିଞ୍ଚନ ଭିନ୍ନତା ମଧ୍ୟରେ ସିଏ ତ ଅଭିନ୍ନ। ସଂକୀର୍ଣ୍ଣ ଅନ୍ତରେ ବିଶାଳ ତରୁଟି ପଙ୍କ ରୁ ପଙ୍କଜ ଜାତ ସେ ସୁଷମ। ଅତଳ ସମୁଦ୍ରର ସେ ମୁକ୍ତା ସମ ଆକାଶ ଠୁ ବୋଲି ସର୍ଵ ଉଚ୍ଚତମ। ମନ ତନୁ ପ୍ରାଣ ଚେତନାର ବାଣ ବୁଦ୍ଧି ଜ୍ଞାନ ଜ୍ୟୋତି ଶକ୍ତି ର ସଙ୍ଗମ। କଳା କଉ ଶଳ ଅଜସ୍ର ଅଥଳ ସର୍ବ ଗୁଣ ସମ୍ପୂର୍ଣ୍ଣ ରେ ପାରଙ୍ଗମ। ସଂକୀର୍ଣ୍ଣ ସେ ନୁହଁ ଜନ ହୀନ ମାନ ସେ ଜନ ଅଟଇ ସଂସାରେ ମହାନ। ବିଶ୍ୱାଗତ ବିଶ୍ୱତିତ ବ୍ୟଷ୍ଠୀଗତ ସେ ପୂଜନୀୟ ଜନ ପାଏ ସମ୍ମାନ। ଛୋଟ ଟି ହୃଦୟେ ବିଶାଳ ଭାବନା ଛୋଟ ଆଉ ବଡ଼ ଦୁନିଆଁ ମାନେ ନା। ମନର ଚିନ୍ତନ ଅନ୍ତରେ ସ୍ଥାପନ ସମୃଦ୍ଧି ରେ ଥାଏ ସଜ୍ଜନ ଚେତନା। ©Sri batsa Meher "

World Ozone Day ବିରାଟ ଦୁନିଆଁ ରେ ବିଶାଳ ହୃଦୟ 🍁🍁🍁🍁🍁🍁🍁🍁 ବିସ୍ତୀର୍ଣ୍ଣ ମନର ବିରାଟ ଦୁନିଆଁ ଭାବ ପରଭାବ ତାହାର ଅନନ୍ୟ। ଦୀନ ହିନ ସିଏ ମନ ଅକିଞ୍ଚନ ଭିନ୍ନତା ମଧ୍ୟରେ ସିଏ ତ ଅଭିନ୍ନ। ସଂକୀର୍ଣ୍ଣ ଅନ୍ତରେ ବିଶାଳ ତରୁଟି ପଙ୍କ ରୁ ପଙ୍କଜ ଜାତ ସେ ସୁଷମ। ଅତଳ ସମୁଦ୍ରର ସେ ମୁକ୍ତା ସମ ଆକାଶ ଠୁ ବୋଲି ସର୍ଵ ଉଚ୍ଚତମ। ମନ ତନୁ ପ୍ରାଣ ଚେତନାର ବାଣ ବୁଦ୍ଧି ଜ୍ଞାନ ଜ୍ୟୋତି ଶକ୍ତି ର ସଙ୍ଗମ। କଳା କଉ ଶଳ ଅଜସ୍ର ଅଥଳ ସର୍ବ ଗୁଣ ସମ୍ପୂର୍ଣ୍ଣ ରେ ପାରଙ୍ଗମ। ସଂକୀର୍ଣ୍ଣ ସେ ନୁହଁ ଜନ ହୀନ ମାନ ସେ ଜନ ଅଟଇ ସଂସାରେ ମହାନ। ବିଶ୍ୱାଗତ ବିଶ୍ୱତିତ ବ୍ୟଷ୍ଠୀଗତ ସେ ପୂଜନୀୟ ଜନ ପାଏ ସମ୍ମାନ। ଛୋଟ ଟି ହୃଦୟେ ବିଶାଳ ଭାବନା ଛୋଟ ଆଉ ବଡ଼ ଦୁନିଆଁ ମାନେ ନା। ମନର ଚିନ୍ତନ ଅନ୍ତରେ ସ୍ଥାପନ ସମୃଦ୍ଧି ରେ ଥାଏ ସଜ୍ଜନ ଚେତନା। ©Sri batsa Meher

ବିରାଟ ଦୁନିଆଁ ରେ ବିଶାଳ ହୃଦୟ

People who shared love close

More like this

Trending Topic