ଦୀପ ଯଜ୍ଞ ର ମହତ୍ତ୍ଵ 🍁🍁🍁🍁🍁🍁 ପ୍ରଦୀପ ପ୍ରଜ୍ୱଳ କାନ୍ତି | ଓଡ଼ିଆ କବିତା Video

" ଦୀପ ଯଜ୍ଞ ର ମହତ୍ତ୍ଵ 🍁🍁🍁🍁🍁🍁 ପ୍ରଦୀପ ପ୍ରଜ୍ୱଳ କାନ୍ତି ଝଲମଲ ଅନ୍ଧାର ହୁଏ ଆଲୁଅ। ଅଜ୍ଞାନ କୁ ଦୁରି ଜ୍ଞାନ କୁ ଆବୋରି ସୁନ୍ଦର ଦିଶେ ସକଳ । ଦୀପ ଯଜ୍ଞ ଦାନ ଚେତନା ପ୍ରଦାନ ଜ୍ଞାନ ଆଲୋକ ନବୀନ। ନବୀନ ରେ ମନ ରୂପାନ୍ତର ପ୍ରାଣ ବଢେ ଧନ କିର୍ତିମାନ। ଦୀପ ନିଜେ ଜଳେ ଉଜ୍ଜ୍ବଳ ସକଳେ ଝଲମଲ କଲବ ଲେ। ଆକୁଲେ ବିକୁଲେ ସଲିତା ର ତେଲେ ମଲମଲ ହୋଇ ଢଳେ। ନିଜକୁ ଅନ୍ଧାରେ ଆଲୋକ ବାହାରେ ଜଲେ ଧୀରା ଧିରେ ଧିରେ। ସ୍ଥିର ଶାନ୍ତ ତୀରେ ବିକସି ଉଦାରେ ତରା ଯେହ୍ନେ ଦ୍ୟୁତି ଝରେ। ଛୋଟ ବଡ଼ ଭେଦ ନାହିଁ ତାର ଭାବ ନାହିଁ କାହା ପରଭାବ। ନିସ୍ୱାର୍ଥ ନିଷ୍କାମ କରେ ଦିବ୍ୟ କାମ ନିରପେକ୍ଷ ତା ସ୍ଵଭାବ। ଦୀପ ଦାନ ଯଜ୍ଞ ଚେତନା ର ଯଜ୍ଞ ଆଲୋକର ମହା ଯଜ୍ଞ। ରୋଗ ଦୁଃଖ କଷ୍ଟ ରିଷ୍ଟ ହୁଏ ନଷ୍ଟ ଯହିଁ ଦୂର ହୁଏ ଅଜ୍ଞ। ଦୁଃଖ ପାଇ ଯିଏ ପରେ ସୁଖ ଦିଏ ସେ ଵିଭୁଙ୍କ ପ୍ରିୟ ହୁଏ। ଦୀପ ପରି ମନ ଯାହାର ଜୀବନ ସେଇ ଜନ ମୁକ୍ତି ପାଏ । ଶ୍ରୀବତ୍ସ ମେହେର ମାନେଶ୍ୱର,ସମ୍ବଲପୁର ©Sri batsa Meher "

ଦୀପ ଯଜ୍ଞ ର ମହତ୍ତ୍ଵ 🍁🍁🍁🍁🍁🍁 ପ୍ରଦୀପ ପ୍ରଜ୍ୱଳ କାନ୍ତି ଝଲମଲ ଅନ୍ଧାର ହୁଏ ଆଲୁଅ। ଅଜ୍ଞାନ କୁ ଦୁରି ଜ୍ଞାନ କୁ ଆବୋରି ସୁନ୍ଦର ଦିଶେ ସକଳ । ଦୀପ ଯଜ୍ଞ ଦାନ ଚେତନା ପ୍ରଦାନ ଜ୍ଞାନ ଆଲୋକ ନବୀନ। ନବୀନ ରେ ମନ ରୂପାନ୍ତର ପ୍ରାଣ ବଢେ ଧନ କିର୍ତିମାନ। ଦୀପ ନିଜେ ଜଳେ ଉଜ୍ଜ୍ବଳ ସକଳେ ଝଲମଲ କଲବ ଲେ। ଆକୁଲେ ବିକୁଲେ ସଲିତା ର ତେଲେ ମଲମଲ ହୋଇ ଢଳେ। ନିଜକୁ ଅନ୍ଧାରେ ଆଲୋକ ବାହାରେ ଜଲେ ଧୀରା ଧିରେ ଧିରେ। ସ୍ଥିର ଶାନ୍ତ ତୀରେ ବିକସି ଉଦାରେ ତରା ଯେହ୍ନେ ଦ୍ୟୁତି ଝରେ। ଛୋଟ ବଡ଼ ଭେଦ ନାହିଁ ତାର ଭାବ ନାହିଁ କାହା ପରଭାବ। ନିସ୍ୱାର୍ଥ ନିଷ୍କାମ କରେ ଦିବ୍ୟ କାମ ନିରପେକ୍ଷ ତା ସ୍ଵଭାବ। ଦୀପ ଦାନ ଯଜ୍ଞ ଚେତନା ର ଯଜ୍ଞ ଆଲୋକର ମହା ଯଜ୍ଞ। ରୋଗ ଦୁଃଖ କଷ୍ଟ ରିଷ୍ଟ ହୁଏ ନଷ୍ଟ ଯହିଁ ଦୂର ହୁଏ ଅଜ୍ଞ। ଦୁଃଖ ପାଇ ଯିଏ ପରେ ସୁଖ ଦିଏ ସେ ଵିଭୁଙ୍କ ପ୍ରିୟ ହୁଏ। ଦୀପ ପରି ମନ ଯାହାର ଜୀବନ ସେଇ ଜନ ମୁକ୍ତି ପାଏ । ଶ୍ରୀବତ୍ସ ମେହେର ମାନେଶ୍ୱର,ସମ୍ବଲପୁର ©Sri batsa Meher

ଦୀପ ଯଜ୍ଞ ର ମହତ୍ତ୍ଵ

People who shared love close

More like this

Trending Topic