ଆଖି ଥାଇ ମୋର କି ଲାଭ ରେ ଜଦି ତତେ ଦେଖି ନ ପାରିଲି ମୁହିଁ | ଓଡ଼ିଆ କବିତା Video

"ଆଖି ଥାଇ ମୋର କି ଲାଭ ରେ ଜଦି ତତେ ଦେଖି ନ ପାରିଲି ମୁହିଁ .. ଅନ୍ଧ ହେଇ ଥାନ୍ତି ଯଦି ରେ ସବୁବେଳେ ମୋ ପାଖେ ପାଖେ ଥାନ୍ତୁ ତୁହି .. କେବେ ଦେଖବି ରେ ମୋ ନୟନ ତୋ ମନଲୋଭା ବେଶ .. ଦେଖି ପାରୁନାହିଁ କାଳିଆ ରେ ମନ ରେ ଅଜସ୍ର କ୍ଲେଶ.. ©Abismita Mishra "

ଆଖି ଥାଇ ମୋର କି ଲାଭ ରେ ଜଦି ତତେ ଦେଖି ନ ପାରିଲି ମୁହିଁ .. ଅନ୍ଧ ହେଇ ଥାନ୍ତି ଯଦି ରେ ସବୁବେଳେ ମୋ ପାଖେ ପାଖେ ଥାନ୍ତୁ ତୁହି .. କେବେ ଦେଖବି ରେ ମୋ ନୟନ ତୋ ମନଲୋଭା ବେଶ .. ଦେଖି ପାରୁନାହିଁ କାଳିଆ ରେ ମନ ରେ ଅଜସ୍ର କ୍ଲେଶ.. ©Abismita Mishra

#Aurora

People who shared love close

More like this

Trending Topic