ସ୍ୱାମୀ ବିବେକାନନ୍ଦଙ୍କ ବାର୍ତ୍ତା
"ଉଠ!ଜାଗ୍ରତ ହୁଅ ଲକ୍ଷ୍ୟ ହାସଲ ନହେଲା ପର୍ଯ୍ୟନ୍ତ ଅଟକି ଯାଅ ନାହିଁ "
ଏହାକୁ ଯିଏ ମୋତେ ହୃଦବୋଧ କରାଇଛନ୍ତି l ଯାହାଙ୍କପାଇଁ ଏ ଉକ୍ତିକୁ ମୁଁ ଜୀବନରେ ଆଣି ସଫଳତା ପାଇଛି l
ଆଜି ମଧ୍ୟ ତାଙ୍କର ପ୍ରତ୍ୟେକ ବାଣୀକୁ ମୁଁ ସାଇତି ରଖିଛି ସେ ମହାନ ଶିକ୍ଷକଙ୍କୁ ମୋର କୋଟି କୋଟି ପ୍ରଣାମ l
©Mamata Patra
ଉଠ ଜାଗ୍ରତ ହୁଅ.....