Silence || ନୀରବତା || ପାଟି ବନ୍ଦ ହେଉ ଆଖି ବନ୍ଦ ହେ | ଓଡ଼ିଆ କବିତା

"Silence || ନୀରବତା || ପାଟି ବନ୍ଦ ହେଉ ଆଖି ବନ୍ଦ ହେଉ ସହୃଦୟତାକୁ ଛୁଇଁ, ସେଇ ନୀରବତା ସରାଗେ ହୋଇବ ପ୍ରତି ହୃଦେ ପ୍ରୀତି ନଈ । **** ©ସୁଜିତ୍ କୁମାର ମିଶ୍ର"

 Silence 
|| ନୀରବତା  ||

ପାଟି ବନ୍ଦ ହେଉ 
ଆଖି ବନ୍ଦ ହେଉ 
ସହୃଦୟତାକୁ ଛୁଇଁ, 
ସେଇ ନୀରବତା 
ସରାଗେ ହୋଇବ 
ପ୍ରତି ହୃଦେ ପ୍ରୀତି ନଈ  । 
      ****

©ସୁଜିତ୍ କୁମାର ମିଶ୍ର

Silence || ନୀରବତା || ପାଟି ବନ୍ଦ ହେଉ ଆଖି ବନ୍ଦ ହେଉ ସହୃଦୟତାକୁ ଛୁଇଁ, ସେଇ ନୀରବତା ସରାଗେ ହୋଇବ ପ୍ରତି ହୃଦେ ପ୍ରୀତି ନଈ । **** ©ସୁଜିତ୍ କୁମାର ମିଶ୍ର

#wod

People who shared love close

More like this

Trending Topic