ଏମିତି କେମତି ସବୁକିଛି ଶୀଘ୍ର ହେଇଗଲା
ତୁମ ସହ ଆଉ କିଛି ବାଟ ଚାଲିବାର ଥିଲା
ହୃଦୟ କୁ ବାର୍ ବାର୍ ଜଗିବାର ଥିଲା
ଧରିବା ଆଗରୁ ହାତ ଛାଡିବାର ଥିଲା
ବାପା ମାଆ ଙ୍କ କଥା ଟିକେ ଶୁଣିବାର ଥିଲା
ଜୀବନକୁ ଭଲଭାବେ ଜୀଇଁବାର ଥିଲା
ତୁମ ଅଗଣା ରେ ଆଉ କା ପାଦ ପଡ଼ିବାର ଥିଲା
ତୁମ ଚଉରାରେ ଆଉ କିଏ ସଂଜବତୀ ଜାଳିବାର ଥିଲା
ତୁମ ମନ ସହ ଆଉ କାହା ମନ ମିଶିବାର ଥିଲା
ତଥାପି ଏମିତି ସେମିତି କେମିତି ହେଇଥିଲା ପ୍ରେମ
©Nihar Ranjan Parida
#ଏମିତି ସେମିତି କେମିତି ହେଇଥିଲା ପ୍ରେମ