ଇଏ ସୀତା ମହାଲକ୍ଷ୍ମୀ ର ମନର କଥା, ଯାହା ସେ ରାମକୁ କହିପାରେନା...
କେମିତି କହିବି ତାକୁ ମୋ ମନର କଥା
ଏତେ ବାଧା ବନ୍ଧନକୁ କାଟି କେମିତି ଜଣେଇବି,
ତାକୁ ଏଇ ମନର ବ୍ୟାକୁଳତା
ସିଏ କହିଦେଲା କିନ୍ତୁ ମୁଁ କହିପାରେନା,
ମନର କଥାକୁ ମୋର ଓଠକୁ ଆଣିପାରେନା
ସିଏ କେବଳ ମୋର ହେଇବି, ମୁଁ ତାର ହେଇପାରେନା
"ତାକୁ ନିଜର କରି ପାରେନା,କି ତାକୁ ଛାଡ଼ି ପାରେନା"
©Swagatika Das
#Nojoto #films #Love #shayaari #odiawritings