-:"ପାଗଳାମି":- କିଏ ମୋତେ କହେ ପାଗଳ ପୁଣି କିଏ ଦ୍ | ଓଡ଼ିଆ Video

" -:"ପାଗଳାମି":- କିଏ ମୋତେ କହେ ପାଗଳ ପୁଣି କିଏ ଦ୍ବିୱନା କହିଯାଏ ତମେ ମତେ ପାଗଳ କହିଲେ ମୋ ପାଗଳାମି ଆହୁରି ବଢ଼ିଯାଏ ମୋ ସୁନେଲି ସ୍ବପ୍ନର ଅଗଣା ତମ କଅଁଳା ହରିଣୀ ମନର ଠିକଣା ଯେବେ ସ୍ବପ୍ନର ଭାବନା କବିତାରେ ଝରିଯାଏ ମୋ ପାଗଳାମି ଆହୁରି ବଢ଼ିଯାଏ ସାଗର ବୁକୁରେ ମିଶିବାକୁ ଜହ୍ନର ପ୍ରତୀକ୍ଷା ମୋର ପ୍ରତୀକ୍ଷା ତମ ହୃଦୟର ସ୍ପନ୍ଦନକୁ ଯେବେ ପ୍ରତୀକ୍ଷା ପ୍ରଶ୍ନଟିଏ ହୋଇଯାଏ ମୋ ପାଗଳାମି ଆହୁରି ବଢ଼ିଯାଏ ତମେ କୁସୁମିତ ମଧୁନ୍ଦ୍ରିକାର ଖିଅ ତମ ଚାହାଣୀ ଚିରସ୍ରୋତାର ସୁଅ ଯେବେ ତମ ଆଖି ତୀରିଛି ଚା‌ହାଣୀ ଦେଇଯାଏ ମୋ ପାଗଳାମି ଆହୁରି ବଢ଼ିଯାଏ ମୋ ପାଗଳାମି ଆହୁରି ବଢ଼ିଯାଏ "

-:"ପାଗଳାମି":- କିଏ ମୋତେ କହେ ପାଗଳ ପୁଣି କିଏ ଦ୍ବିୱନା କହିଯାଏ ତମେ ମତେ ପାଗଳ କହିଲେ ମୋ ପାଗଳାମି ଆହୁରି ବଢ଼ିଯାଏ ମୋ ସୁନେଲି ସ୍ବପ୍ନର ଅଗଣା ତମ କଅଁଳା ହରିଣୀ ମନର ଠିକଣା ଯେବେ ସ୍ବପ୍ନର ଭାବନା କବିତାରେ ଝରିଯାଏ ମୋ ପାଗଳାମି ଆହୁରି ବଢ଼ିଯାଏ ସାଗର ବୁକୁରେ ମିଶିବାକୁ ଜହ୍ନର ପ୍ରତୀକ୍ଷା ମୋର ପ୍ରତୀକ୍ଷା ତମ ହୃଦୟର ସ୍ପନ୍ଦନକୁ ଯେବେ ପ୍ରତୀକ୍ଷା ପ୍ରଶ୍ନଟିଏ ହୋଇଯାଏ ମୋ ପାଗଳାମି ଆହୁରି ବଢ଼ିଯାଏ ତମେ କୁସୁମିତ ମଧୁନ୍ଦ୍ରିକାର ଖିଅ ତମ ଚାହାଣୀ ଚିରସ୍ରୋତାର ସୁଅ ଯେବେ ତମ ଆଖି ତୀରିଛି ଚା‌ହାଣୀ ଦେଇଯାଏ ମୋ ପାଗଳାମି ଆହୁରି ବଢ଼ିଯାଏ ମୋ ପାଗଳାମି ଆହୁରି ବଢ଼ିଯାଏ

ପାଗଳାମି

People who shared love close

More like this

Trending Topic