White ହେଲାଣି ପ୍ରଭାତ ଉଠରେ ପିଲେ, କାଉ ମାନେ ଆସି ରାବ ଯେ | ଓଡ଼ିଆ Poetry

"White ହେଲାଣି ପ୍ରଭାତ ଉଠରେ ପିଲେ, କାଉ ମାନେ ଆସି ରାବ ଯେ ଦେଲେ । ପ୍ରଭାତେ ଉଠି ବୁଲିବ ଯାଇ, ସକାଳେ ବୁଲା ହିତ ଯେ ହୋଇ । ଅଳସ ଛାଡ଼ି ସ୍ବାସ୍ଥ୍ୟ କୁ ଦେଖ, ନିଜ ଶରୀର ର ଧ୍ୟାନ ଯେ ରଖ । ସବୁ କାମ ଛାଡ଼ି ବହି ତୋ ଖୋଲ, ପଢ଼ିଲେ ପାଠ ହେବ ଯେ ଭଲ । ଛୋଟ ପିଲା ଏ ମନ ଦେଇଣ ଶୁଣ, ପାଠ ନ ପଢ଼ିଲେ କରିବ କଣ । ଏବେ ଠୁ ତମେ ସଚେତ ହୁଅ, ପାଠ ପଢା ରେ ମନ ଯେ ଦିଅ । ©Lili Dey"

 White ହେଲାଣି ପ୍ରଭାତ ଉଠରେ ପିଲେ,
କାଉ ମାନେ ଆସି ରାବ ଯେ ଦେଲେ ।

ପ୍ରଭାତେ ଉଠି ବୁଲିବ ଯାଇ,
ସକାଳେ ବୁଲା ହିତ ଯେ ହୋଇ ।

ଅଳସ ଛାଡ଼ି ସ୍ବାସ୍ଥ୍ୟ କୁ ଦେଖ,
ନିଜ ଶରୀର ର ଧ୍ୟାନ ଯେ ରଖ ।

ସବୁ କାମ ଛାଡ଼ି ବହି ତୋ ଖୋଲ,
ପଢ଼ିଲେ ପାଠ ହେବ ଯେ ଭଲ ।

ଛୋଟ ପିଲା ଏ ମନ ଦେଇଣ ଶୁଣ,
ପାଠ ନ ପଢ଼ିଲେ କରିବ କଣ ।

ଏବେ ଠୁ ତମେ ସଚେତ ହୁଅ,
ପାଠ ପଢା ରେ ମନ ଯେ ଦିଅ ।

©Lili Dey

White ହେଲାଣି ପ୍ରଭାତ ଉଠରେ ପିଲେ, କାଉ ମାନେ ଆସି ରାବ ଯେ ଦେଲେ । ପ୍ରଭାତେ ଉଠି ବୁଲିବ ଯାଇ, ସକାଳେ ବୁଲା ହିତ ଯେ ହୋଇ । ଅଳସ ଛାଡ଼ି ସ୍ବାସ୍ଥ୍ୟ କୁ ଦେଖ, ନିଜ ଶରୀର ର ଧ୍ୟାନ ଯେ ରଖ । ସବୁ କାମ ଛାଡ଼ି ବହି ତୋ ଖୋଲ, ପଢ଼ିଲେ ପାଠ ହେବ ଯେ ଭଲ । ଛୋଟ ପିଲା ଏ ମନ ଦେଇଣ ଶୁଣ, ପାଠ ନ ପଢ଼ିଲେ କରିବ କଣ । ଏବେ ଠୁ ତମେ ସଚେତ ହୁଅ, ପାଠ ପଢା ରେ ମନ ଯେ ଦିଅ । ©Lili Dey

#good_morning

People who shared love close

More like this

Trending Topic