ଆଖି ବନ୍ଦ କରି ଦେଲେ ଦେଖେ ତୋ ଦିବ୍ୟ ରୂପ .. ପୁରୀ କୁ ଲା | ଓଡ଼ିଆ କବିତା Video

"ଆଖି ବନ୍ଦ କରି ଦେଲେ ଦେଖେ ତୋ ଦିବ୍ୟ ରୂପ .. ପୁରୀ କୁ ଲାଗୁନି ଡୋରି କି କରିଲି ରେ ପାପ .. ତୋ ଚକାଡୋଳା କୁ ଦେଖି ଝରିଯାଏ ଲୁହ ତୋ ବିନା କାଳିଆ ରେ କେମିତି ବଞ୍ଚିବି ମୁ କହ ©Abismita Mishra "

ଆଖି ବନ୍ଦ କରି ଦେଲେ ଦେଖେ ତୋ ଦିବ୍ୟ ରୂପ .. ପୁରୀ କୁ ଲାଗୁନି ଡୋରି କି କରିଲି ରେ ପାପ .. ତୋ ଚକାଡୋଳା କୁ ଦେଖି ଝରିଯାଏ ଲୁହ ତୋ ବିନା କାଳିଆ ରେ କେମିତି ବଞ୍ଚିବି ମୁ କହ ©Abismita Mishra

#Gif

People who shared love close

More like this

Trending Topic