ପ୍ରେମ ଏମିତି କର ଯେମିତି ଜଣକ ବିନା ଆଉ ଜଣକର ଅଭାବ ସେ ଅନୁ | ଓଡ଼ିଆ କବିତା Video

"ପ୍ରେମ ଏମିତି କର ଯେମିତି ଜଣକ ବିନା ଆଉ ଜଣକର ଅଭାବ ସେ ଅନୁଭବ କରୁଥିବ ଆଉ ସେଥିପାଇଁ ସେ ପରସ୍ପର ଯେମିତି ସବୁବେଳେ ପରସ୍ପର ସାଥିରେ ରହୁଥିବେ ଆଉ ଏକାଠି ବଞ୍ଚିବାର ପ୍ରତିଜ୍ଞା କରିଥିବେ ©Diptimayee Nayak "

ପ୍ରେମ ଏମିତି କର ଯେମିତି ଜଣକ ବିନା ଆଉ ଜଣକର ଅଭାବ ସେ ଅନୁଭବ କରୁଥିବ ଆଉ ସେଥିପାଇଁ ସେ ପରସ୍ପର ଯେମିତି ସବୁବେଳେ ପରସ୍ପର ସାଥିରେ ରହୁଥିବେ ଆଉ ଏକାଠି ବଞ୍ଚିବାର ପ୍ରତିଜ୍ଞା କରିଥିବେ ©Diptimayee Nayak

#ପ୍ରେମ #ବଞ୍ଚିବା #viral #Love #treanding #odiawritings #odianojoto

People who shared love close

More like this

Trending Topic