White ପର ଆପଣାର ଭେଦ ମୁଁ ଜାଣିଲି ହୃଦୟ କାନ୍ଦିଲା ପରେ | ଓଡ଼ିଆ ଜୀବନ କାହାଣୀ ଏବ

"White ପର ଆପଣାର ଭେଦ ମୁଁ ଜାଣିଲି ହୃଦୟ କାନ୍ଦିଲା ପରେ , ଭିଯିବାକୁ ଚାହିଁଥିଲି ତୁମ ପ୍ରେମର ବର୍ଷାରେ ଭିଜିଲୀ ମୁଁ ଆଖି ଲୁହରେ । ଅନ୍ତର ସବୁ ଅକୁହା ଶବ୍ଦକୁ ସାଇତି ରଖିଛି ମନେ , ଫେରିବ କି ନାହିଁ ଜାଣେ ନାହିଁ ତଥାପି ମୁଁ ଅପେକ୍ଷାରେ । ©ସାଗରିକା"

 White  ପର ଆପଣାର ଭେଦ ମୁଁ ଜାଣିଲି 
ହୃଦୟ କାନ୍ଦିଲା ପରେ ,
ଭିଯିବାକୁ ଚାହିଁଥିଲି ତୁମ ପ୍ରେମର ବର୍ଷାରେ 
ଭିଜିଲୀ ମୁଁ ଆଖି ଲୁହରେ ।

ଅନ୍ତର ସବୁ ଅକୁହା ଶବ୍ଦକୁ 
ସାଇତି ରଖିଛି ମନେ ,
ଫେରିବ କି ନାହିଁ ଜାଣେ ନାହିଁ 
ତଥାପି ମୁଁ ଅପେକ୍ଷାରେ ।

©ସାଗରିକା

White ପର ଆପଣାର ଭେଦ ମୁଁ ଜାଣିଲି ହୃଦୟ କାନ୍ଦିଲା ପରେ , ଭିଯିବାକୁ ଚାହିଁଥିଲି ତୁମ ପ୍ରେମର ବର୍ଷାରେ ଭିଜିଲୀ ମୁଁ ଆଖି ଲୁହରେ । ଅନ୍ତର ସବୁ ଅକୁହା ଶବ୍ଦକୁ ସାଇତି ରଖିଛି ମନେ , ଫେରିବ କି ନାହିଁ ଜାଣେ ନାହିଁ ତଥାପି ମୁଁ ଅପେକ୍ଷାରେ । ©ସାଗରିକା

#sad_shayari

People who shared love close

More like this

Trending Topic