White ପର ଆପଣାର ଭେଦ ମୁଁ ଜାଣିଲି ହୃଦୟ କାନ୍ଦିଲା ପରେ , ଭିଯିବାକୁ ଚାହିଁଥିଲି ତୁମ ପ୍ରେମର ବର୍ଷାରେ ଭିଜିଲୀ ମୁଁ ଆଖି ଲୁହରେ । ଅନ୍ତର ସବୁ ଅକୁହା ଶବ୍ଦକୁ ସାଇତି ରଖିଛି ମନେ , ଫେରିବ କି ନାହିଁ ଜାଣେ ନାହିଁ ତଥାପି ମୁଁ ଅପେକ୍ଷାରେ । ©ସାଗରିକା #sad_shayari Quotes, Shayari, Story, Poem, Jokes, Memes On Nojoto